India vs Pakistan Women: ପାକିସ୍ତାନର ବଡ଼ ବିପର୍ଯ୍ୟୟ; ୫୫ ରନ୍‌ରେ ଅଟକାଇଲା ଭାରତ

Sep 05, 2026 - 21:42
India vs Pakistan Women: ପାକିସ୍ତାନର ବଡ଼ ବିପର୍ଯ୍ୟୟ; ୫୫ ରନ୍‌ରେ ଅଟକାଇଲା ଭାରତ

"ଦୁବାଇ: ମହିଳା ଏସିଆ କପ୍‌ ୨୦୨୬ରେ ପାକିସ୍ତାନର ବଡ଼ ବିପର୍ଯ୍ୟୟ ଘଟିଛି।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ପାକିସ୍ତାନକୁ ଭାରତ ୫୫ ରନ୍‌ରେ ଅଟକାଇଛି।

ଟୁର୍ଣ୍ଣାମେଣ୍ଟର ଗ୍ରୁପ- ଏ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୮.୧ ଓଭରରେ ସମସ୍ତ ୱିକେଟ୍‌ ହରାଇଛି।

ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତ ପକ୍ଷରୁ ଶ୍ରୀ ଚରଣୀ ଏବଂ ପ୍ରେମା ରାଉତ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଦୀପ୍ତି ଶର୍ମାଙ୍କୁ ୨ଟି ଏବଂ ସେଫାଳି ବର୍ମାଙ୍କୁ ଗୋଟିଏ ୱିକେଟ୍‌ ମିଳିଛି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)