Wild Elephant Attacks ପାଳଲହଡ଼ାରେ ହାତୀ ଆକ୍ରମଣରେ ୨ ମୃତ: ମୁନିପାଳପୁରରେ ମହିଳା, ଜୟପୁରରେ ଚାଷୀଙ୍କ ଜୀବନ ଗଲା

Oct 30, 2026 - 22:48
Wild Elephant Attacks ପାଳଲହଡ଼ାରେ ହାତୀ ଆକ୍ରମଣରେ ୨ ମୃତ: ମୁନିପାଳପୁରରେ ମହିଳା, ଜୟପୁରରେ ଚାଷୀଙ୍କ ଜୀବନ ଗଲା

ପାଲଲହଡ଼ା: ଆଜି ( ଶୁକ୍ରବାର) ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

Advertisment Elephant Attack: ହାତୀ ଆକ୍ରମଣରେ ଚାଷୀ ମୃତ, ଧାନ ବିଲରେ କାମ କରୁଥିବା ବେଳେ ଅଘଟଣ ରାତି ୮ ଘଟିକା ସମୟରେ ପାଳଲହଡ଼ା ବ୍ଲକ କରଡାପାଳ ପଞ୍ଚାୟତ ମୁନିପାଳପୁର ଗ୍ରାମର ବିବାହିତ ମହିଳା ରୁନୁ ପେଣ୍ଠୋଈ (୩୨) ନିଜର ଘର ପଛ ପଟେ ଶୌଚ ହେବାକୁ ଯାଇଥିଲେ।

ଏହି ସମୟରେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି ।

ଖବର ପାଇ ଘଟଣା ସ୍ଥଳରେ ଖମାର ରେଞ୍ଜ ସହରଗୁରୁଜଙ୍ଗ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Elephant Attack: ଢେଙ୍କାନାଳରେ ହାତୀ ଆକ୍ରମଣରେ ଚାଷୀ ମୃତ, ହିନ୍ଦୋଳରେ ଆତଙ୍କ ସୂଚନା ଯୋଗ୍ୟ ଗତକାଲି (ଗୁରୁବାର) ରାତିରେ ପାଳଲହଡ଼ା ବ୍ଲକ ବାଲିପଶି ପଞ୍ଚାୟତର ଜୟପୁର ଗ୍ରାମରେ ବଣୁଆ ଦନ୍ତା ହାତୀ ଆକ୍ରମଣରେ ସିଦ୍ଧେଶ୍ୱର ସୂଣ୍ଡି ନାମକ ଚାଷୀଙ୍କ ମୃତ୍ୟୁ ଘଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)