Horoscope 2026 October 31: ଜାଣନ୍ତୁ ଆଜିର ରାଶିଫଳ...

Oct 31, 2026 - 00:07
Horoscope 2026 October 31: ଜାଣନ୍ତୁ ଆଜିର ରାଶିଫଳ...

‌ମେ‌ଷ: ଯାହା ବି କାମ କରିବାକୁ ଚାହିବେ ତାହା ସଂପୂର୍ଣ୍ଣ ହୋଇଯିବ।

ପାଖଲୋକଙ୍କ ସାହାଯ୍ୟ ପାଇବେ।

ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

ଶିକ୍ଷାର୍ଥୀ ଙ୍କର ଲେଖାପଢ଼ାରେ ମନ ଲାଗିବ। ‌ Advertisment ବୃଷ: ଅଧୁରା କାମ ବନ୍ଧୁ ମାଧ୍ୟମରେ ପୂରା ହେବ।

ପାଖଲୋକ ଙ୍କ ଠାରୁ ଖୁସି ଖବର ପାଇବେ।

ବାପାମାଆଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ।

ସମାଜରେ ଉଚିତ ଆଦର ସମ୍ମାନ ପାଇବେ। ‌ ‌ ମିଥୁନ: ବ୍ୟବସାୟିକ ଯାତ୍ରା ଫଳପ୍ରଦ ହେବ।

ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।

ଚାକିରି ପାଇଁ ଡାକରା ଆସିପାରେ।

ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ‌ କର୍କଟ: ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ।

କୌଣସି କାମରେ ଅଧିକ ଯାତୟାତ କରିବାକୁ ପଡ଼ିପାରେ।

ଦାମ୍ପତ୍ୟ ଜୀବନ ଭଲ ରହିବ।

ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ। ‌ ‌ ସିଂହ: ଆପଣ ସକାରାତ୍ମକ ମାନସିକତା ରଖନ୍ତୁ।

ନିଜର ଶକ୍ତି କୁ ସଠିକ ଦିଶାରେ ଲଗାନ୍ତୁ।

ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ରାଜନୀତିରେ ସଫଳତା ପାଇବେ।

ବୈବାହିକ ଜୀବନ ଖୁସି ଭରା ରହିବ। ‌‌ ‌ କନ୍ୟା: କାମରେ ବଡ଼ଙ୍କର ସହଯୋଗ ପାଇବେ।

ଭଲ ଚାକିରିର ଆଶା ବଢ଼ିବ।

ବିବାହଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ଇଂଜିନିୟରିଂ ଛାତ୍ରଙ୍କ ଲାଗି ଦିନଟି ଶୁଭ।

ଆହୁରି ପଢ଼ନ୍ତୁ- 'Eetha' Trailer Out: ଲାବଣୀ ନୃତ୍ୟର ସାମ୍ରାଜ୍ଞୀ 'ବିଠାବାଈ' ଭୂମିକାରେ ଶ୍ରଦ୍ଧା କାପୁର: ମୁକ୍ତିଲାଭ କଲା 'ଇଥା' ଟ୍ରେଲର୍ ତୁଳା: ଆପଣଙ୍କ ମନ ଶାନ୍ତ ରହିବ।

ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ।

ଅଫିସ କାମ ପାଇଁ ଦିନଟି ଅନୁକୂଳ ରହିବ।

ବେପାରରେ ଉନ୍ନତି ହେବ।

ପାରିବାରିକ ବାତାବରଣ ସକାରାତ୍ମକ ରହିବ। ‌ ବିଛା: ଦିନଟି ଆତ୍ମବିଶ୍ବାସ ଭରା ରହିବ।

କୌଣସି ଧାର୍ମିକ ସତସଙ୍ଗକୁ ଯିବେ।

ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

ରୋଜଗାରର ନୂଆ ଅବସର ପାଇବେ।

ପ୍ରିୟ ବନ୍ଧୁଙ୍କୁ ମନର କଥା କହିବେ।

ଧନୁ: ନୂଆ କାମ ପାଇଁ ମନରେ ବିଚାର ଆସିବ।

ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ପାଇବେ।

ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ।

ରାଜନୀତିକ କାର୍ଯ୍ୟକ୍ରମରେ ରୁଚି ନେବେ।

ମକର: ନିଜର ଲୋକ ଆପଣଙ୍କୁ ଠିକ୍‌ ଦିଗରେ ନେଇଯିବେ।

ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ।

ଅଫିସ କାମରେ କୌଣସି ଆହ୍ବାନ ଆସିବ।

ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।

କାମରେ ଦୂରସ୍ଥାନକୁ ଯିବେ।

ପରିବାର ସମ୍ବନ୍ଧରେ କୌଣସି ଖୁସି ଖବର ପାଇବେ।

ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ଅନ୍ୟଦିନ ଅପେକ୍ଷା ଅଧିକ ରହିବ।

ମୀନ: ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ।

ଲାଗି ରହିଥିବା ସମସ୍ୟା କମ୍ ହେବ।

ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଆନନ୍ଦ ପାଇବେ।

କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)