Home Remedy: ବେସିନ୍‌ ବା ସିଙ୍କ୍‌ ପାଖରେ ରଖାଯାଇଥିବା ସାବୁନ୍‌ ଶୀଘ୍ର ନଷ୍ଟ ହୋଇଯାଉଛି କି? ଏହି ଉପାୟ ଆପଣାନ୍ତୁ

Sep 06, 2026 - 19:46
Home Remedy: ବେସିନ୍‌ ବା ସିଙ୍କ୍‌ ପାଖରେ ରଖାଯାଇଥିବା ସାବୁନ୍‌ ଶୀଘ୍ର ନଷ୍ଟ ହୋଇଯାଉଛି କି? ଏହି ଉପାୟ ଆପଣାନ୍ତୁ

"ନୂଆଦିଲ୍ଲୀ: ନିୟମିତ ବ୍ୟବହାର ସତ୍ତ୍ୱେ ଅନେକ ସମୟରେ ବେସିନ୍ ବା ସିଙ୍କ୍ ପାଖରେ ରଖାଯାଇଥିବା ସାବୁନ୍ ଖୁବ୍ କମ୍ ଦିନରେ ନରମ ହୋଇ ବୋହିବାକୁ ଲାଗେ।

ଏହା ସାବୁନ୍‌ର ଖରାପ ଗୁଣବତ୍ତା ଯୋଗୁଁ ନୁହେଁ, ବରଂ ଏହାକୁ ରଖିବାର ଭୁଲ୍ ଉପାୟ ଏବଂ ଅତ୍ୟାଧିକ ଓଦା ପରିବେଶ ଯୋଗୁଁ ହୋଇଥାଏ।Advertisment ସାବୁନ୍‌କୁ ଅଧିକ ଦିନ ସୁରକ୍ଷିତ ରଖିବାର ମୁଖ୍ୟ ଉପାୟ:ପାଣି ନିଷ୍କାସନ ହେଉଥିବା ସାବୁନ୍ ଦାନି ବ୍ୟବହାର କରନ୍ତୁ:ସାବୁନ୍‌ ଦାନିରେ ଯେପରି ପାଣି ଜମି ରହିବ ନାହିଁ, ସେଥିପାଇଁ କଣା ଥିବା କିମ୍ବା ଡ୍ରେନେଜ୍ ସୁବିଧା ଥିବା ସାବୁନ୍ ଦାନି ବ୍ୟବହାର କରନ୍ତୁ।

ପାଣି ଜମି ରହିଲେ ସାବୁନ୍‌ର ତଳ ଭାଗ ନରମ ହୋଇ ତରଳିଯାଏ।

ଆହୁରି ପଢନ୍ତୁ :Allegation: ଜେଲ୍‌ରେ ମାରିଦେଲେ ସ୍ୱାମୀଙ୍କୁ!

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ତ୍ରୀଙ୍କ ଗୁରୁତର ଅଭିଯୋଗ ପାଣି ଟ୍ୟାପଠାରୁ ଟିକିଏ ଦୂରରେ ରଖନ୍ତୁ:ହାତ ଧୋଇବା ସମୟରେ ଛିଟିକି ପଡ଼ୁଥିବା ପାଣି ଯେପରି ସାବୁନ୍ ଉପରେ ସିଧାସଳଖ ନ ପଡ଼େ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ସିଙ୍କ୍‌ର ନଳଠାରୁ ସାବୁନ୍‌କୁ କିଛି ଇଞ୍ଚ ଦୂରରେ ରଖିବା ଦ୍ୱାରା ଏହା ଶୀଘ୍ର ନଷ୍ଟ ହୁଏନାହିଁ।

ଆହୁରି ପଢନ୍ତୁ :Arrest: ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ ପରେ ଦଳିତ ନାବାଳିକା ଆନ୍ଦୋଳନକାରୀଙ୍କ ଘର ଉପରକୁ ପଥରମାଡ଼ ଅଭିଯୋଗ ବ୍ୟବହାର ପରେ ଶୁଖିବାକୁ ସୁଯୋଗ ଦିଅନ୍ତୁ:ସାବୁନ୍ ବ୍ୟବହାର କରିବା ପରେ ଏଥିରେ ଅଧିକ ପାଣି ଲାଗିଥିଲେ ତାହାକୁ ଝାଡ଼ି ଦିଅନ୍ତୁ।

ସାବୁନ୍‌କୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ବାୟୁ ଚଳାଚଳ ସହଜରେ ହୋଇପାରୁଥିବ।

ଆହୁରି ପଢନ୍ତୁ :Dead Body: ୧୩ ଘଣ୍ଟା ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ପାଳି କରି ଅଲଗା ସାବୁନ୍ ବ୍ୟବହାର କରନ୍ତୁ:ଯଦି ସମ୍ଭବ, ଗୋଟିଏ ସାବୁନ୍ ସରିବା ପୂର୍ବରୁ ଅନ୍ୟ ଏକ ସାବୁନ୍‌କୁ ପାଳି କରି ବ୍ୟବହାର କରନ୍ତୁ।

ଏହାଦ୍ୱାରା ପ୍ରଥମ ସାବୁନ୍‌ଟିକୁ ସମ୍ପୂର୍ଣ୍ଣ ଶୁଖିବା ପାଇଁ ଯଥେଷ୍ଟ ସମୟ ମିଳିଥାଏ।

ଆହୁରି ପଢନ୍ତୁ :Vrindavan: ମଥୁରା-ବୃନ୍ଦାବନ ଯିବାକୁ ଯୋଜନା କରୁଥିଲେ ଏହି ୮ଟି କଥା ଉପରେ ଧ୍ୟାନ ଦିଅନ୍ତୁ ଖରା ଏବଂ ଗରମଠାରୁ ଦୂରରେ ରଖନ୍ତୁ:ଅତ୍ୟଧିକ ଗରମ କିମ୍ବା ସିଧାସଳଖ ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ସାବୁନ୍ ରଖନ୍ତୁ ନାହିଁ।

ବଳକା ନୂଆ ସାବୁନ୍‌ଗୁଡ଼ିକୁ ଥଣ୍ଡା ଓ ଶୁଖିଲା ସ୍ଥାନରେ ପ୍ୟାକ୍ କରି ରଖନ୍ତୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)