Cyclone Heads Towards Andhra Coast: ଗୋପାଳପୁରଠାରୁ ୧୧୩୦ କିମି ଦୂରରେ ଅବପାତ, ଆନ୍ଧ୍ର ଉପକୂଳ ଉପରେ ନଜର

Nov 15, 2026 - 12:54
Cyclone Heads Towards Andhra Coast: ଗୋପାଳପୁରଠାରୁ ୧୧୩୦ କିମି ଦୂରରେ ଅବପାତ, ଆନ୍ଧ୍ର ଉପକୂଳ ଉପରେ ନଜର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଧୀରେ ଧୀରେ ଆଗକୁ ବଢ଼ୁଛି।

ଗତ ୩ ଘଣ୍ଟାରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ଅବପାତ।

ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୧,୧୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି।

Advertisment ସେହିପରି ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୧,୦୧୦ କିଲୋମିଟର ଦୂରରେ ରହିଛି ଏହି ଅବପାତ।

ଏହା ଆଗକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁଇବା ନେଇ ଆକଳନ କରାଯାଉଛି।

ତେବେ ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)