Bhubaneswar Harassment Case: ବାର୍‌ରେ ଅସଦାଚରଣ ଅଭିଯୋଗ, ୩ ଦିନ ପରେ ବି ମିଳିନି ନ୍ୟାୟ

Nov 24, 2026 - 16:39
Bhubaneswar Harassment Case: ବାର୍‌ରେ ଅସଦାଚରଣ ଅଭିଯୋଗ, ୩ ଦିନ ପରେ ବି ମିଳିନି ନ୍ୟାୟ

ଭୁବନେଶ୍ୱରରେ ବାର୍ ଓ ରେଷ୍ଟୁରାଣ୍ଟରେ ଅସଦାଚରଣ ମାମଲାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଦାବି କଲେ ଟେଲି ଅଭିନେତ୍ରୀ।

ସୋସିଆଲ୍ ମିଡିଆରେ ପୁଣି ନ୍ୟାୟ ପାଇଁ ଗୁହାରି କରିଛନ୍ତି।

ଅସଦାଚରଣ ମାମଲାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଣି ଥରେ ଦାବି କରିଛନ୍ତି।

୩ ଦିନ ବିତିଥିଲେ ବି ପୋଲିସର ଆକ୍ସନ ବାବଦରେ କୌଣସି ସୂଚନା ନାହିଁ।

FIR ଦେଇ ACPଙ୍କୁ ଅନେକ ଥର କଲ୍ କରିବା ସତ୍ତ୍ବେ ପଦକ୍ଷେପ ଶୂନ୍ ରହିଛି।

Advertisment ଅଭିଯୁକ୍ତଙ୍କର ରାଜନୈତିକ ସଂପୃକ୍ତି ଥିବା ମୋ ପାଖରେ ପ୍ରମାଣ ରହିଛି ବୋଲି କହିଛନ୍ତି ଟେଲି ଅଭିନେତ୍ରୀ।

ମୋ ଘରକୁ ଆସି ବୟାନ ରେକର୍ଡ ପାଇଁ ପୋଲିସକୁ କହିଛି।

ଏବେବି ଭୟଭୀତ, ବାହାରକୁ ଯିବାକୁ ମୋର ସାହସ ନାହିଁ ବୋଲି ସେ କହିଛନ୍ତି।

ଏହା କ'ଣ ମହିଳାଙ୍କ ପ୍ରତି ସୁରକ୍ଷା ଓ ସମ୍ମାନ କହି ରୋଷ ଝାଡ଼ିଛନ୍ତି ଅଭିନେତ୍ରୀ....ସେପଟେ ଏ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ...

ସୋସିଆଲ୍ ମିଡିଆରେ ପୁଣି ନ୍ୟାୟ ପାଇଁ ଗୁହାରି କଲେ ଅଭିନେତ୍ରୀ ଅସଦାଚରଣ ମାମଲାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଣି ଥରେ ଦାବି ୩ ଦିନ ବିତିଥିଲେ ବି ପୋଲିସର ଆକ୍ସନ ବାବଦରେ କୌଣସି ସୂଚନା ନାହିଁ FIR ଓ ACPଙ୍କୁ ଅନେକ ଥର କଲ୍ କରିବା ସତ୍ତ୍ବେ ପଦକ୍ଷେପ ଶୂନ୍ ଅଭିଯୁକ୍ତଙ୍କର ରାଜନୈତିକ ସଂପୃକ୍ତି ଥିବା ମୋ ପାଖରେ ପ୍ରମାଣ ରହିଛି ମୋ ଘରକୁ ଆସି ବୟାନ ରେକର୍ଡ ପାଇଁ ପୋଲିସକୁ କହିଛି ଏବେବି ଭୟଭୀତ, ବାହାରକୁ ଯିବାକୁ ମୋର ସାହସ ନାହିଁ ଏହା କ'ଣ ମହିଳାଙ୍କ ପ୍ରତି ସୁରକ୍ଷା ଓ ସମ୍ମାନ କହି ରୋଷ ଝାଡ଼ିଲେ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)