Will Odisha Assembly Function Smoothly? ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ; ଗୃହ ସରୁଖୁରୁରେ ଚାଲିବା ସମ୍ଭାବନା କମ

Nov 23, 2026 - 10:23
Will Odisha Assembly Function Smoothly? ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ; ଗୃହ ସରୁଖୁରୁରେ ଚାଲିବା ସମ୍ଭାବନା କମ

ଆଜି ସ୍ବାଭାବିକ ହେବ କି ବିଧାନସଭା ?

ଚତୁର୍ଥ ଦିନରେ ସୁରୁଖୁରୁରେ ଚାଲିବ ତ ଗୃହ ?

ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ।

ଗତ ୩ ଦିନରେ ଗୃହ କାର୍ଯ୍ୟ ମାତ୍ର ଘଣ୍ଟାଏ ଚାଲିଥିବାବେଳେ ଆଜି ବି ହଟ୍ଟଗୋଳ କରିପାରନ୍ତି ବିରୋଧୀ।

ବାତ୍ୟା ଓ ବନ୍ୟା ପରିଚାଳନା ପ୍ରସଙ୍ଗରେ ବିଜେଡି ଏବଂ କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ କଂଗ୍ରେସ।

Advertisment ଉଭୟ ବିରୋଧୀ ଦଳ ସ୍ୱତନ୍ତ୍ର ଆଲୋଚନା ଦାବିରେ ଅଟଳ ବସିଛନ୍ତି।

ଅନ୍ୟପଟେ ଆଜି ଗୃହ, ଅର୍ଥ, ସ୍ୱାସ୍ଥ୍ୟ ଓ ଆଇଟି ସମେତ ବିଭିନ୍ନ ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଛି ।

ତେବେ ଗୃହ ସ୍ୱାଭାବିକ ଚାଲିବ ନା ବିରୋଧୀଙ୍କ ହଟ୍ଟଗୋଳରେ ଅଚଳ ହେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)