Tuesday Horoscope: ମଙ୍ଗଳବାର ରାଶିଫଳ (୨୪-୧୧-୨୦୨୬)

Nov 24, 2026 - 06:43
Tuesday Horoscope: ମଙ୍ଗଳବାର ରାଶିଫଳ (୨୪-୧୧-୨୦୨୬)

ମେଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ନୂଆ ସଫଳତା ମିଳିପାରେ। ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ ସ୍ଥିତି ସୁଧୁରିବ। ପରିବାରରେ ହସ ଖୁସିର ମାହୋଲ ରହିବ। 

ବୃଷ: କଥାବାର୍ତ୍ତା ସମୟରେ ସତର୍କ ରୁହନ୍ତୁ। ବ୍ୟବସାୟରେ ନୂଆ ନିବେଶ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ପରିବାରରେ ଖୁସି ବଢ଼ିବ ଓ ଖର୍ଚ୍ଚ କମିପାରେ। 

ମିଥୁନ: ମାନସିକ ଚିନ୍ତା ଦୂର ହେବାର ଆଶଙ୍କା ଅଛି। ଆର୍ଥିକ ଲାଭ ପାଇଁ ନୂଆ ସୁଯୋଗ ମିଳିପାରେ। କର୍ମକ୍ଷେତ୍ରରେ ଅଟକିଥିବା କାମ ପୂରଣ ହେବ। ସମ୍ପର୍କରେ ମଧୁରତା ଆସିବ। 

କର୍କଟ: ପ୍ରତ୍ୟେକ କାମ ଧୈର୍ଯ୍ୟର ସହ କରନ୍ତୁ। ପରିଶ୍ରମର ଉଚିତ ଫଳ ମିଳିବ। ଜୀବନସାଥୀଙ୍କଠାରୁ ସହଯୋଗ ଓ ଖୁସି ପାଇବେ। ବ୍ୟବସାୟରେ କ୍ଷତିର ଆଶଙ୍କା ଥିବାରୁ ସତର୍କ ରୁହନ୍ତୁ। 

ସିଂହ: ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ନୂଆ ଯୋଜନା ସଫଳ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। 

କନ୍ୟା: ନେତୃତ୍ୱ ନେବାର କ୍ଷମତା ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସୁଯୋଗ ଅଛି। ଅଧା ରହିଥିବା କାମ ପୂରା ହେବ। ବ୍ୟବସାୟ ବିସ୍ତାର ଲାଗି ଅନୁକୂଳ ରହିବ। 

ତୁଳା: ଆଜି ଭାଗ୍ୟ ସାଥ୍ ଦେବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ। ଆର୍ଥିକ ଲାଭ ପାଇଁ ନୂଆ ରାସ୍ତା ଖୋଲିପାରେ। ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ। 

ବିଛା: କୌଣସି କାମରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୂର ସ୍ଥାନରୁ କୌଣସି ଖୁସି ଖବର ମିଳିପାରେ। ବ୍ୟବସାୟରେ ଆର୍ଥିକ କ୍ଷତିର ଆଶଙ୍କା ରହିଛି। ଖାଦ୍ୟପେୟ ଓ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। 

ଧନୁ: ଆଜି ଦିନଟି ଅନୁକୂଳ ରହିବ। କର୍ମ କ୍ଷେତ୍ରରେ ପରିଶ୍ରମର ଭଲ ଫଳ ମିଳିବ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ଜମିବାଡ଼ି ସମ୍ବନ୍ଧୀୟ ନିବେଶ ଲାଗି ସୁଯୋଗ ଆସିପାରେ। 

ମକର: କାହା ସହିତ ମତଭେଦ ହୋଇପାରେ। ଧାର କରଜ ଦେବା ଓ ନେବାରୁ ଦୂରେଇ ରୁହନ୍ତୁ। ସନ୍ତାନଙ୍କଠାରୁ ଖୁସି ଖବର ମିଳିବ। ବ୍ୟବସାୟରେ କ୍ଷତି ଆଶଙ୍କା ଅଛି। 

କୁମ୍ଭ: ଯୋଜନା ଅନୁସାରେ କାମ କରିବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟ ସମ୍ବନ୍ଧୀୟ କାମରେ ସଫଳତା ମିଳିବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। 

ମୀନ: ଜମିବାଡ଼ି ସମ୍ବନ୍ଧୀୟ କାମ ପୂରଣ ହୋଇପାରେ। ବ୍ୟବସାୟରେ ଲାଭ ମିଳିବା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ସହ ଭଲ ବ୍ୟବହାର କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ହେବେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)