President Murmu Visits ORMAS Stalls: ଓରମାସ ଷ୍ଟଲରୁ ସାମଗ୍ରୀ କିଣିଲେ ରାଷ୍ଟ୍ରପତି, ଖୁସିରେ ଆତ୍ମହରା ମହିଳା
ବାଲିଯାତ୍ରାରେ ଓରମାସ ଷ୍ଟଲ ବୁଲ ଦେଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ SSG ପକ୍ଷରୁ ଖୋଲାଯାଇଥିବା ଷ୍ଟଲ୍ ଗୁଡ଼ିକରେ ବିକ୍ରି ହେଉଥିବା ସାମଗ୍ରୀ ସମ୍ପର୍କରେ ପଚାରି ବୁଝିଥିଲେ ରାଷ୍ଟ୍ରପତି।
ଏପରିକି କିଛି ସାମଗ୍ରୀ କିଣି ଆଦିବାସୀ ମହିଳାଙ୍କ ଉଦ୍ୟମକୁ ଉତ୍ସାହିତ କରିଥିଲେ।
ରାଷ୍ଟ୍ରପତିଙ୍କୁ ଏତେ ନିକଟରୁ ପାଇବ ପରେ ଖୁସିରେ ଆତ୍ମହରା ହୋଇଛନ୍ତି ଷ୍ଟଲ୍ ପରିଚାଳକ ଓ ବିକ୍ରେତା।
ତାଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ବିଶ୍ୱଜିତ ଆଚାର୍ଯ୍ୟ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
