Online Friendship Turns Into Kidnapping: ଅନଲାଇନ୍ରେ ପ୍ରଲୋଭନ, ପରେ ଅପହରଣ; କେନିଆ ନାଗରିକ ଗିରଫ
ପୁରୀରୁ ନାବାଳିକା ଅପହରଣ ଘଟଣା।
ଭୁବନେଶ୍ୱର ଜାଗମରା ଅଂଚଳରୁ ନାବାଳିକାଙ୍କୁ ଉଦ୍ଧାର କରିଛି ପୁରୀ ପୋଲିସ।
କମିଶନରେଟ ପୋଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।
ଅପହରଣ ଅଭିଯୋଗରେ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛନ୍ତି।
ବ୍ୟକ୍ତି ଜଣକ କେନିଆର ନାଗରିକ ମହମ୍ମଦ ଫୈଜ ମହମ୍ମଦ ବୋଲି ଜଣାପଡିଛି।
ଅନଲାଇନ ମାଧ୍ୟମରେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରିଥିଲା ଅଭିଯୁକ୍ତ l Advertisment ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ।
ଅଭିଯୋଗକୁ ନେଇ ପୁରୀ ପୋଲିସ କମିଶନରେଟ ପୋଲିସ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।
ନାବାଳିକାଙ୍କୁ ଅପହରଣ କରି ପରିବାର ଲୋକଙ୍କୁ ଠାରୁ ଏକ ଲକ୍ଷ ଟଙ୍କା ଦାବି କରିଥିଲା ଅଭିଯୁକ୍ତ l ପୁରୀ ଟାଉନ ଥାନାରେ ଅଭିଯୋଗ ହେବାପରେ ତଦନ୍ତ କରି ଭୁବନେଶ୍ୱର ଜାଗମରା ଅଞ୍ଚଳର ଏକ ହୋଟେଲରୁ ଅଭିଯୁକ୍ତକୁ ଗିରଫ କରିଛି ପୁରୀ ପୋଲିସ...
ପୁରୀରୁ ଅପହୃତ ନାବାଳିକା ଭୁବନେଶ୍ବରରୁ ଉଦ୍ଧାର ନାବାଳିକା ଉଦ୍ଧାର ସହ ଅଭିଯୁକ୍ତ ଗିରଫ ଜାଗମରା ଅଞ୍ଚଳର ଏକ ହୋଟେଲରୁ ଅଭିଯୁକ୍ତ ଗିରଫ ଗିରଫ ଅଭିଯୁକ୍ତ କେନିଆ ନାଗରିକ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ କରିଥିଲା ଅପହରଣ ନାବାଳିକାକୁ ଦୁଷ୍କର୍ମ ନେଇ ପୁରୀ ଟାଉନ୍ ଥାନାରେ ଅଭିଯୋଗ ଅପହରଣ ପରେ ଦୁଷ୍କର୍ମ କରି ଟଙ୍କା ଦାବି କରିଥିଲା ପରିବାର ଲୋକଙ୍କ ଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
