Paradip Port Official Under CBI Scanner: ପାରାଦୀପ ପୋର୍ଟ DTMଙ୍କ ଘରେ CBI ରେଡ୍, ୮ କୋଟିରୁ ଅଧିକ ସମ୍ପତ୍ତି ଠାବ

Nov 14, 2026 - 14:57
Paradip Port Official Under CBI Scanner: ପାରାଦୀପ ପୋର୍ଟ DTMଙ୍କ ଘରେ CBI ରେଡ୍, ୮ କୋଟିରୁ ଅଧିକ ସମ୍ପତ୍ତି ଠାବ

ପାରାଦୀପ ପୋର୍ଟ DTMଙ୍କ ଘରେ CBI ରେଡ୍।

ଡେପୁଟୀ ଟ୍ରାଫିକ ମ୍ୟାନେଜର ଶ୍ରୀମନ ମିଶ୍ରଙ୍କ ଘରେ ଚଢାଉ କରିଛି ସିବିଆଇ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରାଦୀପ ସମେତ ଏରସମା, କୁଜଙ୍ଗ ଓ ଭୁବନେଶ୍ବରରେ ଚଢ଼ାଉ ଜାରି ରହିଛି।

ପାରାଦୀପ କ୍ୱାର୍ଟର୍ସ, ଉଦୟବଟ ଘର, କୁଜଙ୍ଗର ନିହାରୁଣୀ, ଏରସମାର ବାମଦେଇପୁର ଓ ଭୁବନେଶ୍ୱର ରଘୁନାଥପୁର ଘରେ ସିବିଆଇ ଯାଞ୍ଚ କରୁଛି।

ସେ ଅନେକ ଦାମୀ ସମ୍ପତ୍ତି କିଣିଥିବା ସନ୍ଧାନ ପାଇଛି ସିବିଆଇ।

Advertisment ୮ଟି ସ୍ଥାନରେ ପ୍ରାୟ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସଂପତ୍ତି ଠାବ ହୋଇଛି।

ପୂର୍ବରୁ ଲୋକାୟୁକ୍ତ ଓ ଇଡିରେ ଅଭିଯୋଗ ହୋଇଥିଲା।

ଏନେଇ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସିବିଆଇ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

ପାରାଦୀପ ପୋର୍ଟ DTMଙ୍କ ଘରେ CBI ପାରାଦୀପ ପୋର୍ଟ DTMଙ୍କ ଘରେ CBI ଟିମ୍ ର ଚଢାଉ ଡେପୁଟୀ ଟ୍ରାଫିକ ମ୍ୟାନେଜର ଶ୍ରୀମନ ମିଶ୍ରଙ୍କ ଘରେ ରେଡ୍ ପାରାଦୀପ ସମେତ ଏରସମା, କୁଜଙ୍ଗ ଓ ଭୁବନେଶ୍ବରରେ ଚଢ଼ାଉ ପାରାଦୀପ କ୍ୱାର୍ଟର୍ସ ଓ ଉଦୟବଟ ଘରେ ରେଡ୍ ଜୋରଦାର୍ କୁଜଙ୍ଗର ନିହାରୁଣୀ ଓ ଏରସମାର ବାମଦେଇପୁରରେ ଚଢାଉ ଭୁବନେଶ୍ୱର ରଘୁନାଥପୁର ଘର ଉପରେ ମଧ୍ୟ ଚଢାଉ ଅନେକ ଦାମୀ ସମ୍ପତ୍ତି କିଣିଥିବା ସନ୍ଧାନ ପାଇଛି ସିବିଆଇ ୮ଟି ସ୍ଥାନରେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସଂପତ୍ତି ଠାବ ଲୋକାୟୁକ୍ତ ଓ ଇଡିରେ ଅଭିଯୋଗ ପରେ CBI ରେଡ୍ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)