Odisha Winter Update: ବିଳମ୍ବରେ ଫେରିଲା ଶୀତ; ୧୦ ଡିଗ୍ରୀ ତଳକୁ ଖସିଲା ପାରଦ, ଆଗାମୀ ଦିନରେ ଆହୁରି ଖସିବ

Nov 27, 2026 - 20:11
Odisha Winter Update: ବିଳମ୍ବରେ ଫେରିଲା ଶୀତ; ୧୦ ଡିଗ୍ରୀ ତଳକୁ ଖସିଲା ପାରଦ, ଆଗାମୀ ଦିନରେ ଆହୁରି ଖସିବ

ବିଳମ୍ବରେ ହେଲେ ବି ଫେରିଲା ଶୀତ।

ଚଳିତ ବର୍ଷ ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା।

କନ୍ଧମାଳର ଜି.

ଉଦୟଗିରି ୮.୬ ଡିଗ୍ରୀ ସେଲସିୟସ୍ ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି।

ସେହିପରି ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରୀ, ଝାରସୁଗୁଡ଼ାରେ ୧୧.୮ ଡିଗ୍ରୀ ଏବଂ ଫୁଲବାଣୀରେ ୧୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।

Advertisment ରାଜ୍ୟର ବିଭିନ୍ନ ସ୍ଥାନରେ ଧୀରେ ଧୀରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି।

ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଛି।

ଏଥିସହ ଗୁରୁଚାପ ବଳୟର ପ୍ରଭାବରେ ଆଗାମୀ ଦିନରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବ।

ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ବିଭିନ୍ନ ସ୍ଥାନରେ ସକାଳୁ କୁହୁଡ଼ି ଦେଖାଦେବା ସହ ଶୀତର ପ୍ରଭାବ ଅଧିକ ଅନୁଭୂତ ହେବ।

ବିଳମ୍ବରେ ଫେରିଲା ଶୀତ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ ୮.୬ ଡିଗ୍ରୀ ସହ ଜି.

ଉଦୟଗିରି ସବୁଠୁ ଥଣ୍ଡା ଉତ୍ତର-ପଶ୍ଚିମ ଶୀତଳ ପବନରେ ବଢ଼ୁଛି ଶୀତ ଆଗାମୀ ଦିନରେ ଆହୁରି ଖସିବ ରାତିର ତାପମାତ୍ରା ସକାଳୁ ବିଭିନ୍ନ ସ୍ଥାନରେ କୁହୁଡ଼ି ସମ୍ଭାବନା Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)