Madhu Babu Pension Yojana: ଆସନ୍ତା ୨୫ରେ ନୂଆ ହିତାଧିକାରୀଙ୍କୁ ଭତ୍ତା; କେନ୍ଦ୍ର ଅଂଶ ବ୍ୟାଙ୍କ ଖାତାକୁ ଯିବ
ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀ, ଏବଂ NSAP ବ୍ୟାଙ୍କ୍-ଲିଙ୍କ୍ ହିତାଧିକାରୀମାନଙ୍କ ପାଇଁ ଆସନ୍ତା ୨୫ରେ ପ୍ରଦାନ କରାଯିବ ଭତ୍ତା।
Advertisment ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ନଗଦ ଆକାରରେ ଭତ୍ତା ପ୍ରଦାନ କରାଯିବ।
ଯେଉଁ ନୂତନ ହିତାଧିକାରୀମାନେ କାରଣବଶତଃ ଭତ୍ତା ପାଇନାହାଁନ୍ତି, ସେମାନଙ୍କୁ ନଭେମ୍ବର ୨୫ରେ ଭତ୍ତା ପ୍ରଦାନ କରାଯିବ।
୧ ଲକ୍ଷ ୧୩ ହଜାର ୯୪୯ ହିତାଧିକାରୀ ଏହି ଭତ୍ତା ପାଇବେ।
କେନ୍ଦ୍ର ଅଂଶ ପୂର୍ବ ଭଳି ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ।
ଗତ ୧୦ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ ।
Advertisment ନୂଆ ଓ NSAP ବ୍ୟାଙ୍କ୍-ଲିଙ୍କ୍ ହିତାଧିକାରୀ ଆସନ୍ତା ୨୫ରେ ପାଇବେ ଭତ୍ତା ଅକ୍ଟୋବର ଓ ନଭେମ୍ବର ମାସର ଓଡ଼ିଶା ସରକାରଙ୍କ ରାଜ୍ୟ ଅଂଶ ପାଇବେ ନଗଦ ଆକାରରେ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ମିଳିବ କେନ୍ଦ୍ର ଅଂଶ ପୂର୍ବ ଭଳି ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ୧,୧୩,୯୪୯ ହିତାଧିକାରୀ ଆସନ୍ତା ୨୪ ତାରିଖରେ ଭତ୍ତା ପାଇବେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
