Katak Bali Jatra Begins Tomorrow: କାଲିଠୁ ଜମିବ ବାଲିଯାତ୍ରା, ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି

Nov 23, 2026 - 22:09
Katak Bali Jatra Begins Tomorrow: କାଲିଠୁ ଜମିବ ବାଲିଯାତ୍ରା, ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି

କଟକ ବାଲିଯାତ୍ରାକୁ ଆଉ ମାତ୍ର ଦିନକର ଅପେକ୍ଷା।

ଆସନ୍ତାକାଲି ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି।

ମେଳାରେ ଜମିବ ମନୋରଞ୍ଜନର ଆସର।

ଚଳିତବର୍ଷ ଦୋଳି ଖେଳ ପାଇଁ ରହିଛି ଖାସ୍ ଆକର୍ଷଣ।

ପୁରୁଣା ଦୋଳି ସହ ଯୋଡ଼ି ହୋଇଛି ତିନୋଟି ନୂଆ ଦୋଳି।

ତା' ସହ ଦର୍ଶକଙ୍କୁ ଆକର୍ଷିତ କରିବ ଟାଇଟାନିକ୍ ଜାହାଜ ଓ ଜାପାନ ସିଟି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)