CBI Arrests Three GST Officers: ୩ ଲକ୍ଷ ଲାଞ୍ଚ ନେଇ CBI ଜାଲରେ ୩ GST ବାବୁ!

Nov 23, 2026 - 22:09
CBI Arrests Three GST Officers: ୩ ଲକ୍ଷ ଲାଞ୍ଚ ନେଇ CBI ଜାଲରେ ୩ GST ବାବୁ!

ଭୁବନେଶ୍ୱରରେ CBIର ବଡ଼ ଆକ୍ସନ୍।

୩ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ୩ GST ସୁପରିଣ୍ଟେଣ୍ଡେଣ୍ଟ।

ଭୁବନେଶ୍ୱର GST କାର୍ଯ୍ୟାଳୟରେ CBIର ଜାଲରେ ପଡ଼ିଛନ୍ତି ୩ ଜଣ GST ସୁପରିଣ୍ଟେଣ୍ଡେଣ୍ଟ।

ଲାଞ୍ଚ ନେବା ବେଳେ ତିନି ଅଧିକାରୀଙ୍କୁ ହାତେନାତେ ଧରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI।

GST ବିଭାଗରେ ଲାଞ୍ଚ କାରବାର ଚାଲିଥିବା ନେଇ CBIକୁ ମିଳିଥିଲା ନିର୍ଦ୍ଦିଷ୍ଟ ସୂଚନା।

Advertisment ଏହାପରେ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା CBI ଟିମ୍।

ଆଉ ଲାଞ୍ଚ ଟଙ୍କା ନେବା ସମୟରେ ତିନି ଅଧିକାରୀଙ୍କୁ ମାଡ଼ି ବସିଥିଲା ତଦନ୍ତକାରୀ ଟିମ୍।

ଘଟଣାକୁ ନେଇ GST ବିଭାଗରେ ହଇଚଇ।

ତେବେ ଲାଞ୍ଚ କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ ଜାରି ରଖିଛି CBI।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)