Hrithik Roshan: ହ୍ରିତିକ୍_ସବାଙ୍କ ଭିତରେ ତୃତୀୟ ବ୍ୟକ୍ତି କିଏ ?

Aug 18, 2026 - 12:15
Hrithik Roshan: ହ୍ରିତିକ୍_ସବାଙ୍କ ଭିତରେ  ତୃତୀୟ ବ୍ୟକ୍ତି କିଏ ?

" ସବା ହ୍ରିତିଙ୍କ ଭିତରେ ତୃତୀୟ ବ୍ୟକ୍ତି ପ୍ରବେଶ କରିଥିବା ଜଣାପଡ଼ିଛି।

ତେବେ ହ୍ରିତିକ ଏବେ କାହା ସହ ଡେଟ୍ କରୁଛନ୍ତି ତାହା ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି।

ପତ୍ନୀ ସୁଜାନଙ୍କୁ ଛାଡ଼ି ସବାଙ୍କ ସହ ରହୁଥିଲେ ହ୍ରିତିକ।

ଫ୍ୟାମିଲି ଫଙ୍କସନ ଠୁ ଆରମ୍ଭ କରି ସବୁଠି ସବାଙ୍କ ସହ ନିଜର ମଧ୍ୟ ଆସୁଥିଲେ।

ତେବେ ହଠାତ ଏମିତି କଣ ହେଲା?

କାହିଁକି ଦୁହିଁଙ୍କ ଅଲଗା ହେବା ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ?

ଆସନ୍ତୁ ଜାଣିବା ।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media