Horoscope 2026 November 07: ଜାଣନ୍ତୁ ଆଜିର ରାଶିଫଳ...

Nov 07, 2026 - 00:05
Horoscope 2026 November 07: ଜାଣନ୍ତୁ ଆଜିର ରାଶିଫଳ...

‌ମେ‌ଷ: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ।

ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ।

ଅଧ୍ୟାପକ ଙ୍କୁ ଘରୋଇ କଲେଜରେ ଭଲ ପେକେଜର ପ୍ରସ୍ତାବ ମିଳିବ। ‌ Advertisment ବୃଷ: ଆପଣଙ୍କ ଭିତରେ ନୂଆ ଶକ୍ତି ସଂଚାର ହେବ।

ବ୍ୟବସାୟ ବୃଦ୍ଧି ପାଇଁ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।

ଶିକ୍ଷାର୍ଥୀ ଙ୍କୁ ପରୀକ୍ଷାରେ କମ୍ ପରିଶ୍ରମର ଭଲ ଫଳ ମିଳିବ। ‌‌ ‌ ‌ ମିଥୁନ: ବ୍ୟବସାୟରେ ଜଲଦି ନିଷ୍ପତ୍ତି ନିଅନ୍ତୁ ଲାଭ ପାଇବେ।

ଯାନ କିଣିବା ପାଇଁ ଦିନଟି ଶୁଭ।

ଅଫିସରେ କାମ ସଂପୂର୍ଣ୍ଣ କରିବା ପାଇଁ ବାଧାର ସମ୍ମୁଖୀନ ହୋଇପାରନ୍ତି। ‌ କର୍କଟ: କୌଣସି ମାମଲାରେ ବ୍ୟସ୍ତ ରହିବେ।

ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ।

କଳାକାରଙ୍କ ଲାଗି ଦିନଟି ଲାଭପ୍ରଦ।

ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବାର ଯୋଗ ରହିଛି। ‌ ‌ ସିଂହ: ପରିବାରରେ କୌଣସି ନୂଆ ଦାୟିତ୍ବ ଆପଣଙ୍କୁ ମିଳିପାରେ।

ଭାବିଥିବା ଯୋଜନା ଭଲ ପ୍ରମାଣିତ ହେବ।

ବ୍ୟବସାୟୀ ଙ୍କୁ ଯଥେଷ୍ଟ ଲାଭ ମିଳିବ।

ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।

କନ୍ୟା: ଆପଣଙ୍କ କଳ୍ପନାଶକ୍ତି ଆପଣଙ୍କର ଆଶା ପୂରା କରିବାରେ ସହାୟକ ହେବ।

ବ୍ୟବସାୟରେ ବଡ଼ ସଫଳତା ମିଳିପାରେ।

ଆପଣଙ୍କୁ କୌଣସି ନୂଆ ସଂପର୍କରୁ ଧନଲାଭ ହେବ।

ଆହୁରି ପଢ଼ନ୍ତୁ- Puri Jagannath: ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ: ମନ୍ତ୍ରୀ ତୁଳା: ଯୋଜନା ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ।

କୌଣସି କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ।

କାହାରିକୁ ଧାର ଦେଲେ ଠିକଣା ସମୟରେ ଅର୍ଥ ଫେରସ୍ତ ପାଇବାର ଆଶା କମ୍।

ବିଛା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ।

ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ।

ଘରର ବାତାବରଣ ଠିକ୍ ରହିବ।

ମହିଳାଙ୍କୁ ଅଚାନକ ଧନଲାଭ ହେବ।

ଧନୁ: ଆତ୍ମବିଶ୍ବାସ ସହ କାମ କରନ୍ତୁ ସଫଳତା ନିଶ୍ଚୟ ପାଇବେ।

ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବ୍ୟବସାୟରେ ଧନଲାଭ ଯୋଗ ରହିଛି।

ଅନ୍ତରଙ୍ଗ ବନ୍ଧୁ କୌଣସି ଉପହାର ଦେଇପାରନ୍ତି।

ମକର: ପୂର୍ବ କଥା ମନେପଡ଼ିବା ହେତୁ ମନ ପ୍ରସନ୍ନ ହୋଇଯିବ।

ବ୍ୟବସାୟରେ ବଡ଼ ଡିଲ୍ କରିପାରନ୍ତି।

ଆପଣଙ୍କର ନିଃସ୍ବାର୍ଥ ସମାଜସେବା ପାଇଁ ପ୍ରତିଷ୍ଠା ବଢ଼ିବ।

ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କୁମ୍ଭ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ।

ସ୍ଥଗିତ କାମରେ କେହି ସାହାଯ୍ୟ କରିବେ।

ବ୍ୟବସାୟରେ ଲାଭ ହେବ।

ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।

ମୀନ: ପୂର୍ବ କଥାକୁ ପାସୋରି ନୂଆ କାମ କରନ୍ତୁ।

ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ।

ହୋଟେଲ ବ୍ୟବସାୟୀଙ୍କୁ ଲାଭ ହେବ।

ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ‌ ‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)