Heavy Rain Floods Low-Lying Areas: ଗଞ୍ଜାମ ଚାଷୀଙ୍କୁ ଦାଉ ସାଧୁଛି ବାତ୍ୟା ଓ ବର୍ଷା, ଫସଲ ନଷ୍ଟ ହେବା ଚିନ୍ତାରେ ଚାଷୀ

Nov 21, 2026 - 13:13
Heavy Rain Floods Low-Lying Areas: ଗଞ୍ଜାମ ଚାଷୀଙ୍କୁ ଦାଉ ସାଧୁଛି ବାତ୍ୟା ଓ ବର୍ଷା, ଫସଲ ନଷ୍ଟ ହେବା ଚିନ୍ତାରେ ଚାଷୀ

ଗଞ୍ଜାମ ଚାଷୀଙ୍କୁ ଦାଉ ସାଧୁଛି ବାତ୍ୟା ଓ ବର୍ଷା।

ବାତ୍ୟା ଅର୍ଣ୍ଣବର କ୍ଷୟକ୍ଷତିରୁ ଚାଷୀ ମୁକୁଳି ନଥିବା ବେଳେ, ପୁଣି ଦୁଇ ଦିନର ଲଗାଣ ବର୍ଷା ଉଜାଡ଼ି ଦେଇଛି ଫସଲ।

ଭୀମପୁର ପଞ୍ଚାୟତ କୋଳାସିଂ ଗାଁରେ ଧାନ ବିଲରେ ଜମି ରହିଛି ବର୍ଷା ପାଣି।

ନାଳ ଜବରଦଖଲ ଯୋଗୁଁ ଜଳ ନିଷ୍କାସନ ହୋଇପାରୁନଥିବା ଅଭିଯୋଗ।

Advertisment ହୀରାଧର ବାଟି ଓ କାଠୁଆ ନାଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ।

ଫଳରେ କୋଳାସିଂ, ଭୂତସରସିଂ, ରାଜପୁର, ଚାଟମୁଣ୍ଡଳୀ, ବଡ଼ଖରିଡ଼ା, ବାନନଈ, ଜରଡ଼, ଦେଉଳପଲ୍ଲୀ ଓ ପାଣ୍ଡିଆ ସମେତ ୧୦ଟି ପଞ୍ଚାୟତର ଚାଷ ଜମି ପ୍ରଭାବିତ।

ଅମଳ ସମୟରେ ଫସଲ ନଷ୍ଟ ହେବା ଆଶଙ୍କାରେ ଚିନ୍ତାରେ ଚାଷୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)