Earthquake: ତିବ୍ଦତରେ ୭.୦ ତୀବ୍ରତାର ଭୂକମ୍ପ

Oct 22, 2026 - 21:34
Earthquake: ତିବ୍ଦତରେ ୭.୦ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ: ତିବ୍ଦତରେ ଆଜି ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି।

ସିଇଏନ୍‌ସି (ଚାଇନା ଆର୍ଥକ୍ୱେକ୍‌ ନେଟୱର୍କସ୍‌ ସେଣ୍ଟର) ଅନୁଯାୟୀ, ଉତ୍ତର ତିବ୍ଦତର ନାଗକୁ କାଉଣ୍ଟିରେ ଏହି ଭୂକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତାରେ ରହିଛି।

ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ତାଣ୍ଡବ ରଚିବାର କିଛି ସପ୍ତାହ ପରେ ଏହି ଭୂକମ୍ପ ହୋଇଥିବାରୁ ହିମାଳୟ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପୁଣି ଚିନ୍ତା ପ୍ରକାଶ ପାଇଛି।

Advertisment ତେବେ ଭୂକମ୍ପରେ କେହି ମୃତାହତ ହୋଇଥିବା କିମ୍ବା କ୍ଷୟକ୍ଷତି ଘଟିଥିବା ନେଇ କୌଣସି ସୂଚନା ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟରେ ନେପାଳ ଓ ତିବ୍ଦତରେ ଆକସ୍ମିକ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ସହସ୍ରାଧିକ ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

ପ୍ରଭାବିତ ଅଞ୍ଚଳରେ ଏବେ ବି ୬ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି।

Earthquake : ଦେବଗଡ଼ରେ ଭୂକମ୍ପ ଝଟକା, ରିଆମାଳରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)