Cyclone Latest Update: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା; ଘଣ୍ଟା ପ୍ରତି ୧୦କିମି ବେଗରେ ଆଗକୁ ବଢୁଛି

Nov 16, 2026 - 21:36
Cyclone Latest Update: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା; ଘଣ୍ଟା ପ୍ରତି ୧୦କିମି ବେଗରେ ଆଗକୁ ବଢୁଛି

ବଙ୍ଗୋପସାଗରରେ ବାତ୍ୟା ।

ଗଭୀର ଅବପାତରୁ ବାତ୍ୟାରେ ପରିଣତ ହୋଇଛି ଘୂର୍ଣ୍ଣିବଳୟ ।

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ।

ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି ।

ବିଶାଖାପାଟଣାଠାରୁ ୬୭୦ କିଲୋମିଟର ଦୂରରେ ରହିଛି ବାତ୍ୟା ।

ଗୋପାଳପୁରଠାରୁ ଦକ୍ଷିଣରେ ୭୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ।

Advertisment ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ ।

୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବା ଆକଳନ ।

୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନେଲୋର-ଟୁନି ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ।

ଗତିପଥ ଉପରେ ପାଣିପାଗ ବିଭାଗର ନଜର ରହିଛି ।

ବଙ୍ଗୋପସାଗରରେ ବାତ୍ୟା ଗଭୀର ଅବପାତ ବାତ୍ୟାରେ ପରିଣତ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଘଣ୍ଟା ପ୍ରତି ୧୦କିମି ବେଗରେ ଆଗକୁ ବଢୁଛି ବିଶାଖାପାଟଣା ଠାରୁ ୬୭୦ କିମି ଦୂରରେ ବାତ୍ୟା ଗୋପାଳପୁରଠାରୁ ଦକ୍ଷିଣରେ ୭୯୦ କିମି ଦୂରରେ କେନ୍ଦ୍ରୀଭୂତ କାଲି ସନ୍ଧ୍ୟାରେ ଭୀଷଣ ବାତ୍ୟାର ରୂପ ନେବ ୧୯ ତାରିଖ ସକାଳ ବେଳକୁ ଅତି ଭୀଷଣ ବାତ୍ୟା ରୂପ ନେବ ୨୦ ମଧ୍ୟାହ୍ନ ସୁଦ୍ଧା ନେଲୋର-ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)