Special Story: ‘Hanuman Lives in This Age!’ Mithun Dies While Performing His Favourite Role on Stage
#ଏ_ଯୁଗରେ_ବଞ୍ଚିଛନ୍ତି_ହନୁମାନ!’
Sab sukh lahai tumhari sarna, tum rakshak kahu ko darna...ହନୁମାନ ଚାଳିସାର ଏଇ ଦୁଇପଦକୁ ଛାତିରେ ଖୋଦେଇ ନିଜେ ହନୁମାନ ହୋଇ କେତେ ଯେ ରାତି ଅଭିନୟ କରିଥିଲେ। ହେଲେ ସେମିତି ଅଭିନୟ କରୁ କରୁ ହିଁ ଆଖି ବୁଜିଲେ। କେହି କେବେ ଭାବିନଥିଲେ କେହି କେବେ ଚିନ୍ତା ବି କରିନଥିଲେ ଏମିତି କିଛି ଘଟଣା ଘଟିଛି। ୟେ ସେଇ ସମୟର ଦୃଶ୍ୟ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାଉଡ଼ିଆ ଗାଁରେ ଚାଲିଥିଲା ପୌରାଣିକ ରାମାୟଣ ନାଟକ। ଗଞ୍ଜାମ ଜିଲ୍ଲାର ଗାଁ ଗାଁର ପରିଚିତ ଆଉ ଲୋକଙ୍କ ପାଖରେ ଅତି ପ୍ରିୟ ସେଇ ନାଟକର ହନୁମାନ ଚରିତ୍ରରେ ଅଭିନୟ କରୁଥିବା ମିଥୁନ ପ୍ରଧାନ। ଗଦା ଧରି ମାଡ଼ି ଆସିବା କୁହନ୍ତୁ କିମ୍ବା ଲଙ୍କାକୁ ଧ୍ବଂସ ବିଧ୍ବଂସ କରିବା। ବିନା କହି ବି ଅନେକ କିଛି ଅଳ୍ପ ସମୟରେ ଚତ୍ମକାର ଭାବେ ଷ୍ଟେଜରେ ସେ ପରଶି ଦେଉଥିଲେ। ହେଲେ ଭଲ ଭାବେ ଦେଖନ୍ତୁ। ସେଇ ଷ୍ଟେଜ୍ ଯିଏ ତାଙ୍କୁ ନାଁ ପରିଚୟ କ୍ଷାତି ଦେଇଥିଲା ସେଇ ଷ୍ଟେଜ୍ ହିଁ ସାଜିଲା ମୃତ୍ୟୁର ଶଯ୍ୟା।
“Sab sukh lahai tumhari sarna, tum rakshak kahu ko darna...” These lines from the Hanuman Chalisa were engraved on his chest, and Mithun Pradhan had spent countless nights portraying Lord Hanuman on stage. A popular performer across villages in Ganjam district, Mithun was known for his powerful acting, whether wielding a mace or depicting the destruction of Lanka. However, tragedy struck during a mythological Ramayana drama in Kaudia village under Sanakhemundi block. While performing his favourite character, he collapsed on stage and died. The very stage that brought him fame, recognition and identity became the place where his life came to an end.
#MithunPradhan#Hanuman#GanjamNews#RamayanaDrama#HanumanChalisa#Sanakhemundi#KaudiaVillage#StageActor#TragicIncident#OdishaNews#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
