Canara Bank: କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ସଚେତନତା ପଦଯାତ୍ରା

Oct 31, 2026 - 20:05
Canara Bank: କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ସଚେତନତା ପଦଯାତ୍ରା

ଭୁବନେଶ୍ୱର: 'ସତର୍କତା ସଚେତନତା ସପ୍ତାହ-୨୦୨୬' ପାଳନ ଅବସରରେ କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ଅନ୍ତର୍ଗତ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏକ ସତର୍କତା ସଚେତନତା ପଦଯାତ୍ରା (ୱାକାଥନ୍) ଅନୁଷ୍ଠିତ ହୋଇଯାଇଛି।

Advertisment ପଦଯାତ୍ରା ମାଧ୍ୟମରେ ସଚେତନତା ଅଞ୍ଚଳ ପ୍ରମୁଖ ସୁବୋଧ କୁମାର ମଲ୍ଲିକ ଏବଂ କ୍ଷେତ୍ରୀୟ ପ୍ରମୁଖ ଶରତ ଚନ୍ଦ୍ର ଭୋଇଙ୍କ ମିଳିତ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।

ଏହି ପଦଯାତ୍ରା ମାଧ୍ୟମରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।

ସମାଜରେ ସାଧୁତା ଓ ସତ୍ୟନିଷ୍ଠା ବଜାୟ ରଖିବା ପାଇଁ କାନାରା ବ୍ୟାଙ୍କ ସଦାସର୍ବଦା ପ୍ରତିବଦ୍ଧ ବୋଲି ଏହି ଅବସରରେ ଦୋହରାଯାଇଛି।

ରାଜସ୍ଥାନ ସରକାରଙ୍କ ବଡ଼ ପଦକ୍ଷେପ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)