Bidyabharati Panda Moves High Court for Bail : ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ, ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଜାମିନ ଆବଦେନ

Nov 26, 2026 - 14:28
Bidyabharati Panda Moves High Court for Bail : ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ, ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଜାମିନ ଆବଦେନ

ହାଇକୋର୍ଟର ଦ୍ୱାରସ୍ଥ ହେଲେ ବିଦ୍ୟାଭାରତୀ ପଣ୍ଡା।

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟ ମାମଲାରେ ହାଇକୋର୍ଟରେ ଜାମିନ ଆବଦେନ କରିଛନ୍ତି ପତ୍ନୀ ବିଦ୍ୟାଭାରତୀ।

Advertisment ଗତ ୧୮ ତାରିଖରେ ପାରଳାଖେମୁଣ୍ଡି ଅତରିକ୍ତ ଦୌରା ଜଜ ଅଦାଲତ ରେ ବିଦ୍ୟାଭାରତିଙ୍କ ଜାମିନ ଆବଦେନ ଖାରଜ ହୋଇଥିଲା।

ସେହିପରି ଅକ୍ଟୋବର ୩୧ ତାରିଖ ଆଗୁଆ ଜାମିନ ଆବଦେନ ହାଇକୋର୍ଟରେ ଖାରଜ ହୋଇଥିଲା।

ଏହାପରେ ସେ ପାରାଳାଖେମୁଣ୍ଡି କୋର୍ଟ ରେ ଆତ୍ମସମର୍ପଣ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)