Ama Bus Runs Over Woman's Leg: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍, ମହିଳା ପଥଚାରୀଙ୍କ ଉପରେ ଚଢିଗଲା

Nov 26, 2026 - 13:37
Ama Bus Runs Over Woman's Leg: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍, ମହିଳା ପଥଚାରୀଙ୍କ ଉପରେ ଚଢିଗଲା

ପଥଚାରୀ ମହିଳାଙ୍କ ଗୋଡ଼ ଉପରେ ଚଢି ଗଲା ଆମ ବସ।

କଟକ ଲିଙ୍କ ରୋଡ଼ରେ ଦୁର୍ଘଟଣା ଘଟାଇଛି ଆମ ବସ।

ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଏକାଠି ହୋଇ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି।

Advertisment ଆମ ବସଟି ମଧୁପାଟଣାରୁ ବାଦାମବାଡ଼ି ଆଡକୁ ଯାଉଥିବା ବେଳେ ହଠାତ ଏହି ଦୁର୍ଘଟଣା ହୋଇଛି।

ଘାଟଣସ୍ଥଳରେ ମଧୁପାଟଣା ପୋଲିସ ପହଂଚି ଆମ ବସ୍ ଓ ଡ୍ରାଇଭରକୁ ଅଟକ ରଖିଛି।

ଦ୍ରୁତ ଗତି କାରଣରୁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)