Gold Prices Rise Again Today: ଆଜି ପୁଣି ବଢିଗଲା ସୁନା ଦର, ରୁପା ଦର ଅଛି ୧ ଲକ୍ଷ ୬୫ ହଜାର

Nov 26, 2026 - 15:17
Gold Prices Rise Again Today: ଆଜି ପୁଣି ବଢିଗଲା ସୁନା ଦର, ରୁପା ଦର ଅଛି ୧ ଲକ୍ଷ ୬୫ ହଜାର

ଲଗାତାର କିଛି ଦିନ ଧରି ସୁନା ଦରରେ ହ୍ରାସ ଘଟୁଥିବା ବେଳେ ଗତ କିଛି ଦିନ ଧରି ବଢିବାରେ ଲାଗିଛି ପୁଣି ସୁନା ଦର।

ଆଜି ୨୨ କ୍ୟାରେଟ୍ ସୁନା ଦର ୧୪୦୦ ଟଙ୍କା ବଢିଛି।

ସେହିପରି ୨୪ କ୍ୟାରେଟ ସୁନା ଦର ୧୫୨୦ ଟଙ୍କା ଓ ୧୮ କ୍ୟାରେଟ ସୁନା ଦର ୧୧୪୦ ଟଙ୍କା ବଢିଛି।

Advertisment ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୧୪,୪୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୨୪, ୮୦୦ ଟଙ୍କା ହୋଇଛି।

ସେହିପରି ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପିଛା ୯୩,୬୦୦ ଟଙ୍କା ହୋଇଛି।

ତେବେ ରୁପା ଦରରେ କୌଣସି ହ୍ରାସ କିମ୍ବା ବୃଦ୍ଧି ପରିଲକ୍ଷିତ ହୋଇନାହିଁ।

ଆଜି ରୁପା ଦର ୧ କେଜି ପିଛା ୧ ଲକ୍ଷ ୬୫ ହଜାର ଅଛି।

Advertisment ଆଜି ଦେଶର ପ୍ରମୁଖ ସହରରେ ଥିବା ସୁନା ଦର (୧୦ ଗ୍ରାମ୍ ପିଛା) ବିଷୟରେ ଜାଣନ୍ତୁ: • ଦିଲ୍ଲୀ – ୧,୨୪,୯୫୦ ଟଙ୍କା (୨୪ କ୍ୟାରେଟ୍), ୧,୧୪,୫୫୦ (୨୨ କ୍ୟାରେଟ୍), ୯୩,୭୫୦ (୧୮ କ୍ୟାରେଟ୍) • ହାଇଦ୍ରାବାଦ – ୧,୨୪,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୧୪,୪୦୦ (୨୨ କ୍ୟାରେଟ୍), ୯୩,୬୦୦ (୧୮ କ୍ୟାରେଟ୍) • ମୁମ୍ବାଇ – ୧,୨୪,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୧୪,୪୦୦ (୨୨ କ୍ୟାରେଟ୍), ୯୩,୬୦୦ (୧୮ କ୍ୟାରେଟ୍) • କୋଲକାତା – ୧,୨୪,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୧୪,୪୦୦ (୨୨ କ୍ୟାରେଟ୍), ୯୩,୬୦୦ (୧୮ କ୍ୟାରେଟ୍) • ଚେନ୍ନାଇ – ୧,୨୪,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୧୪,୪୦୦ (୨୨ କ୍ୟାରେଟ୍), ୯୩,୬୦୦ (୧୮ କ୍ୟାରେଟ୍)

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)