Bangladesh lockdown: ୨୭-୨୮ରେ ଲକ୍ଡାଉନ୍ ହୋଇଯିବ ବାଂଲାଦେଶ! ୮ଟି ଦାବି ରଖିଲା ଶେଖ ହସିନାଙ୍କ ଦଳ
ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା ହେଲା ପରେ ବାଂଲାଦେଶରେ ହିଂସାର ଲହରୀ ଖେଳିଯାଇଛି।
ନଭେମ୍ବର ୨୭ ଏବଂ ୨୮ ତାରିଖରେ ଆୱାମୀ ଲିଗ୍ ସମଗ୍ର ବାଂଲାଦେଶରେ ଲକ୍ଡାଉନ୍ ଘୋଷଣା କରିଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଘଟଣା ଘଟୁଥିବାର ରିପୋର୍ଟ ଆସୁଛି।
ଆୱାମୀ ଲିଗ୍ ଶେଖ ହସିନା ଏବଂ ଦଳୀୟ ନେତାଙ୍କ ବିରୁଦ୍ଧରେ ଦାୟର ମାମଲା ପ୍ରତ୍ୟାହାର ଠାରୁ ଆରମ୍ଭ କରି ଦଳ ଉପରେ ପ୍ରତିବନ୍ଧକ ଉଠାଇବା ପର୍ଯ୍ୟନ୍ତ ଅନେକ ଦାବି ରଖିଛି।
Advertisment Sheikh Hasina: ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ନେଇ ବାଂଲାଦେଶ ମନ୍ତ୍ରୀଙ୍କ ଚେତାବନୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
