Today Panchang 25th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Nov 25, 2026 - 07:48
Today Panchang 25th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ ।

ଇଂରାଜୀରେ ତାରିଖ ୨୫ ବୁଧବାର ।

ଚନ୍ଦ୍ର – ବୃଷ ଅହୋରାତ୍ର।

ତିଥି – ପ୍ରତିପଦ ଦିବା ୦୪.୫୦ ଗତେ ୨ୟା।

ଘାତଚନ୍ଦ୍ର - ବିଛା ରାଶିର ଅହୋରାତ୍ର।

ଘାତବାର – କର୍କଟ ରାଶିର।

ପୁଷ୍କରଦୋଷ – ଦିବା ୦୪.୫୦ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଶୁଭ ସମୟ – ପ୍ରାତଃ – ୦୬.୦୪ ରୁ ୦୮.୧୬ ଦିବା – ୧୦.୨୭ ରୁ ୧୧.୩୩ ଦିବା – ୦୧.୨୩ ରୁ ୦୩.୩୪ ସନ୍ଧ୍ୟା – ୦୫.୫୪ ରୁ ୦୬.୪୬ ରାତ୍ରି – ୦୮.୩୧ ରୁ ୦୨.୪୯ ରାତ୍ରି – ୦୪.୨୭ ରୁ ୦୬.୦୫ ଅଶୁଭ ସମୟ- ରାହୁକାଳ - ଦିବା ୧୧.୩୩ ରୁ ୧୨.୫୫ କାଳବେଳା - ଦିବା ୦୮.୪୯ ରୁ ୧୦.୧୧ ବାରବେଳା - ଦିବା ୧୧.୩୩ ରୁ ୧୨.୫୫ କାଳରାତ୍ରି – ରାତ୍ରି ୦୨.୪୯ ରୁ ୦୪.୨୭ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)