Attackers Still at Large: ରାଜଧାନୀରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି

Nov 23, 2026 - 16:35
Attackers Still at Large: ରାଜଧାନୀରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି

ରାଜଧାନୀରେ ବ୍ୟବସାୟୀଙ୍କୁ ଆକ୍ରମଣ।

ଗତକାଲି ରାତିରେ ଭରତପୁର ଥାନା ବରମୁଣ୍ଡା ଜଗନ୍ନାଥ ବିହାରରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆକ୍ରମଣରେ ଜଣେ ସ୍ଥାନୀୟ ବ୍ୟବସାୟୀ ଗୁରୁତର ହୋଇ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି।

ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

Advertisment ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ବାଇକ୍ ମଧ୍ୟ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି।

ଏ ନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି।

ତେବେ ବର୍ତ୍ତମାନ ସୁଦ୍ଧା କେହି ଆକ୍ରମଣକାରୀ ଧରାପଡ଼ି ନାହାନ୍ତି।...

ରାଜଧାନୀରେ ବ୍ୟବସାୟୀଙ୍କୁ ଆକ୍ରମଣ ଭରତପୁର ବରମୁଣ୍ଡା ଜଗନ୍ନାଥ ବିହାରରେ ଦୁର୍ବୃତ୍ତଙ୍କ ଆକ୍ରମଣ ରାତି ଅଧରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଆକ୍ରମଣରେ ସ୍ଥାନୀୟ ବ୍ୟବସାୟୀ ଗୁରୁତର, ମେଡିକାଲରେ ଭର୍ତ୍ତି ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ୍ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)