ବାଲେଶ୍ୱର ଗୋପାଳ ଗାଁ ରୁ ୮କୋଟି ଟଙ୍କାର ବ୍ରାଉନସୁଗର ଜବତ

Nov 17, 2026 - 15:52
ବାଲେଶ୍ୱର ଗୋପାଳ ଗାଁ ରୁ ୮କୋଟି ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର : ବାଲେଶ୍ୱର ସହରର ଗୋପାଳଗାଁ ଅଞ୍ଚଳରୁ  ୮ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଜବତ  । ଆଜି ଟାଉନ୍ ଥାନା ପୋଲିସ ଏହି ଚଢ଼ାଉ କରି ୮ କେଜିରୁ ଅଧିକ ଓଜନର ନିଶାଦ୍ରବ୍ୟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି । ନିଶାଦ୍ରବ୍ୟ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲେଶ୍ୱର ଟାଉନ୍ ପୋଲିସ ଅଚାନକ ଚଢ଼ାଉ କରିଥିଲା ।

ଅଟକ ଥିବା ଦୁଇଜଣଙ୍କୁ ପୋଲିସ ପଚରାଉଚରା କରୁଥିବା ବେଳେ ଏହି ନିଶା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଗିରଫ ବ୍ୟକ୍ତିଙ୍କର ପରିଚୟ ମିଳି ନାହିଁ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)