ସୁପ୍ରିମକୋର୍ଟକୁ ଯିବା ଷଡଯନ୍ତ୍ର: ଭକ୍ତଚରଣ ଦାସ

Oct 22, 2026 - 14:03
ସୁପ୍ରିମକୋର୍ଟକୁ ଯିବା ଷଡଯନ୍ତ୍ର: ଭକ୍ତଚରଣ ଦାସ

ନନ୍ଦିଘୋଷ ବ୍ୟୁରୋ: କୋଟିଆ ସମାଧାନ ଏ ସରକାର କରିବେ ନାହିଁ । ସମାଧାନ କଲେ କେନ୍ଦ୍ର ସରକାର ଅସୁବିଧାରେ ପଡିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । କୋଟିଆ ପାଇଁ ବାହାରିଲେ ଏନଡିଏରୁ ଆନ୍ଧ୍ର ସରକାର ବାହାରିଯିବ । କିନ୍ତୁ ଓଡ଼ିଶାରେ ବିଜେପି ସରକାର ଥିବାବେଳେ କେନ୍ଦ୍ରରେ ବିଜେପି ଅଛି । ଆନ୍ଧ୍ର ସରକାର ବିଜେପି ଆଲାଏନ୍ସ ଏନଡିଏରେ ଅଛନ୍ତି । ତେଣୁ କଥାବାର୍ତ୍ତା ହୋଇ କୋଟିଆ ବିବାଦ ସମାଧାନ ହେବା ଦରକାର । ସୁପ୍ରିମକୋର୍ଟକୁ ଗଲେ ମଧ୍ୟ ସମାଧାନ ହେବ ନାହିଁ । ସୁପ୍ରିମକୋର୍ଟକୁ ଯିବା ଗୋଟେ ଷଡଯନ୍ତ୍ର । ଓଡିଶା ସରକାର କୋଟିଆକୁ ଛଡେଇ ଆଣି ପାରିବେ ନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)