ବିରୋଧୀଙ୍କୁ ଟାର୍ଗେଟ

Sep 02, 2026 - 13:41
ବିରୋଧୀଙ୍କୁ ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ : ଏମଏମଡିଆର ଆଇନ ଓଡ଼ିଶାର ଅଧିକାରକୁ ଛଡାଇ ନେଇଛି। ବିଲ ପାସ୍ ବେଳେ ବିଜେପି ସାଂସଦମାନେ ଯେମିତି ଚୁପ ରହିଲେ ତାହା ରାଜ୍ୟବାସୀଙ୍କ ପାଇଁ ଧୋକା। ସାଂସଦମାନେ ଆତ୍ମ ଚିନ୍ତନ କରନ୍ତୁ ବୋଲି କହିଛନ୍ତି ବିଜେଡି ନେତା ଅଶୋକ ପଣ୍ଡା। ସେ କହିଛନ୍ତି- ସାଂସଦମାନେ mmdr ଆଇନକୁ ପଢନ୍ତୁ। ଜାଣିପାରିବେ କଣ କ୍ଷତି ହେଉଛି। ପୂର୍ବରୁ ଓଡ଼ିଶା ଖଣିରୁ କଣ ପାଉଥିଲା ଏବେ କଣ ପାଇବ।  ଯେଉଁମାନେ କହୁଛନ୍ତି ବିରୋଧୀ mmdrକୁ ନେଇ ଭ୍ରମିତ କରୁଛନ୍ତି ସେମାନେ ଏହାକୁ ପଢନ୍ତୁ ବୋଲି ସେ କହିଛନ୍ତି।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)