Vigilance: ସରକାରୀ ଅର୍ଥ ଆତ୍ମସାତ: ସହକାରୀ କୃଷି ନିର୍ଦ୍ଦେଶକଙ୍କ ସମେତ ୨ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ

Nov 18, 2026 - 10:53
Vigilance: ସରକାରୀ ଅର୍ଥ ଆତ୍ମସାତ: ସହକାରୀ କୃଷି ନିର୍ଦ୍ଦେଶକଙ୍କ ସମେତ ୨ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ

ବାଲେଶ୍ଵର : ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସକାଳୁ ସକାଳୁ ୨ ଜଣଙ୍କୁ ବାଲେଶ୍ଵର ଭିଜିଲାନ୍ସ ପୁଲିସ ଉଠାଇ ନେଇଛି।

ସେମାନେ ହେଉଛନ୍ତି ସରୋଜ କୁମାର୍ ଗିରି ଆସିଷ୍ଟାଣ୍ଟ ଏଗ୍ରିକଲଚର ଡାଇରେକ୍ଟର ଓ ତୁଷାରକାନ୍ତ ବେହେରା।

Advertisment ଏନଜିଓ ମାଧ୍ୟମରେ ହଡ଼ପ ଶ୍ରୀ ବେହେରା ଶକ୍ତି ଶିକ୍ଷା ଏନ୍ ଜି ଓର ବାରିପଦାର ନିର୍ଦ୍ଦେଶକ।

ଶ୍ରୀ ଗିରି ବାଲେଶ୍ଵରରେ କାର୍ଯ୍ୟରତ ଥିଲେ।

ଏବେ ଯାଜପୁରରେ କାର୍ଯ୍ୟରତ ଅଛନ୍ତି।

ଏଠାରେ ଥିବା ବେଳେ ଚାଷୀମାନଙ୍କର ବିଭିନ୍ନ ପ୍ରଶିକ୍ଷଣ ପାଇଁ ଆସିଥିବା ୨୫ ଲକ୍ଷ ଟଙ୍କାକୁ ଚାଷୀଙ୍କ ପାଇଁ ଖର୍ଚ୍ଚ ନ କରି ଏନଜିଓ ମାଧ୍ୟମରେ ହଡ଼ପ କରାଇଥିବା ଜଣା ପଡ଼ିଛି।

ଦୁଇଜଣଙ୍କୁ ଭିଜିଲାନ୍ସ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡିଛି।

ଏନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି।

Elephant Attacks: ବନ୍ଧମୁଣ୍ଡାରେ ହାତୀର ଆତଙ୍କ: ମହିଳା ରେଳ କର୍ମଚାରୀଙ୍କ ମର୍ମନ୍ତୁଦ ମୃତ୍ୟୁ; ଡ୍ୟୁଟିକୁ ଯିବା ବାଟରେ ଚାଲିଗଲା ଜୀବନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)