Two Youths Killed in Tragic Accident: ମର୍ମନ୍ତୁଦ ଦୁର୍ଘଟଣା: ଅଡ଼ାଙ୍ଗି ବ୍ରିଜରେ ପିଟି ହେଲା ବାଇକ, ଦୁଇ ଯୁବକ ମୃତ
ବ୍ରିଜରେ ପିଟିହେଲା ବାଇକ୍, ଦୁଇ ଯୁବକ ମୃତ।
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପିପଳପଙ୍କା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଗତକାଲି ରାତିରେ ବାଇକରେ ନିଜ ଘରକୁ ଫେରୁଥିବା ବେଳେ ଅଡ଼ାଙ୍ଗି ବ୍ରିଜରେ ପିଟି ହୋଇଥିଲା ବାଇକ୍।
Advertisment ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି।
ମୃତକ ଦୁଇଜଣ ହେଲେ ହାତୀଗଡ଼ା ଗାଁର ରିଣ୍ଟୁ ଗୌଡ଼ ଓ ମନୋଜ ପ୍ରଧାନ।
ଖବର ପାଇ ସୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
