Tamil Nadu Gas Tragedy: Another Odia Woman Dies, Toll Rises to 13
#ତାମିଲନାଡୁ_ଗ୍ୟାସ୍_ଟ୍ରାଜେଡି #ଆଉ_ଜଣେ_ଓଡ଼ିଆଙ୍କ_ମୃତ୍ୟୁ
ତାମିଲନାଡୁ ଟ୍ରାଜେଡି; ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ। ମୃତକ ଅନୁଗୁଳ ଖମାର ଥାନା ଆଲୁରି ପଞ୍ଚାୟତ ଅନ୍ଧାରି ସାହିର ବୁଧୁବାରୀ ନାଏକ ବୋଲି ଜଣାପଡିଛି। ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଯୁବତୀ। ଏହାସହ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଅନ୍ୟପଟେ ୨୩ ଜଣ ଯୁବତୀ ଓ ୩୫ ଜଣ ଯୁବକଙ୍କୁ ତାମିଲନାଡୁ ଫେରାଇ ଆଣିଛନ୍ତି ରାଜ୍ୟ ସରକାର। ଗତକାଲି ତାମିଲନାଡୁ ପୋଲିସ ଘଟଣାରେ ୪ଜଣଙ୍କୁ ଅଟକ ରଖି ପଚରା ଉଚରା କରିଛି। ସେମାନଙ୍କ ମଧ୍ୟରେ ଶ୍ରୀକାନ୍ତ ଜୁଆଙ୍ଗ ଓ ରାଜେଶ କଣ୍ଟ୍ରାକଟର ମଧ୍ୟ ରହିଛି। ଏପଟେ କିନ୍ତୁ ଏପର୍ଯ୍ୟନ୍ତ ଶ୍ରମିକ ଚାଲାଣକୁ ନେଇ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ମାମଲା ମଧ୍ୟ ଦାୟର ହୋଇ ନଥିବା ଅଭିଯୋଗ ହୋଇଛି।
#TamilNaduGasTragedy#AmmoniaGasLeak#OdiaWorkers#AngulNews#MigrantWorkers#JuangCommunity#BreakingNews#OdishaNews#TamilNaduNews#GasLeakCase#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/