Supreme Court Clears Confusion Over CBSE Three-Language: ଥ୍ରୀ ଲାଙ୍ଗୁଏଜ୍ ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

Nov 26, 2026 - 22:11
Supreme Court Clears Confusion Over CBSE Three-Language: ଥ୍ରୀ ଲାଙ୍ଗୁଏଜ୍ ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

CBSE ଛାତ୍ରଛାତ୍ରୀଙ୍କ ଥ୍ରୀ ଲାଙ୍ଗୁଏଜ୍ ନୀତିକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ସୁପ୍ରିମକୋର୍ଟ।

ଷଷ୍ଠରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳିଛି ଆଶ୍ୱସ୍ତି।

ପୂର୍ବରୁ ତିନୋଟି ଭାଷା ଚୟନ କରିଥିବା ଛାତ୍ରଛାତ୍ରୀ ସେହି ଭାଷା ଜାରି ରଖିପାରିବେ।

ସେହିପରି ଦୁଇଟି ଭାଷା ଚୟନ କରିଥିବା ପିଲାମାନେ ମଧ୍ୟ ପୂର୍ବଭଳି ପଢ଼ା ଜାରି ରଖିବେ।

Advertisment ଶିକ୍ଷାବର୍ଷ ମଝିରେ ଭାଷା ପରିବର୍ତ୍ତନ ପାଇଁ କୌଣସି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଇପାରିବେ ନାହିଁ।

ଏଥିସହ CBSE ବୋର୍ଡ ପରୀକ୍ଷାରେ ତୃତୀୟ ଭାଷା ବାଧ୍ୟତାମୂଳକ ନୁହେଁ ବୋଲି ପୂର୍ବ ବ୍ୟବସ୍ଥା ବଳବତ୍ତର ରହିଛି।

CJI ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)