Shooting: ପୁଲିସ ଷ୍ଟେସନ ଠାରୁ ୫୦ ପାଦ ଦୂରରେ ଭୟଙ୍କର ଗୁଳିମାଡ଼; ଚାରି ଜଣ ଯୁବକଙ୍କ ମୃତ୍ୟୁ
ରୋହତକ: ହରିୟାଣାର ରୋହତକରେ ଏକ ରକ୍ତାକ୍ତ ଘଟଣା ସାମ୍ନାକୁ ଅସିଛି।
ବୁଧବାର ବିଳମ୍ବିତ ରାତିରେ ମିଲନ ଢାବାରେ ଏହି ଭୟଙ୍କର ଘଟଣା ଘଟିଛି।
ଦୁର୍ବୃତ୍ତମାନେ ଆଖିବନ୍ଦ ଗୁଳିଚାଳନା କରିଛନ୍ତି, ଯେଉଁଥିରେ ଚାରି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଖରାୱାର ପୁଲିସ ଷ୍ଟେସନ ଠାରୁ ମାତ୍ର ୫୦ ପାଦ ଦୂରରେ ଏହି ଘଟଣା ଘଟିଛି।
ମୃତକମାନେ ହେଲେ ଦିଘଲ ବାସିନ୍ଦା ଜଗବୀରଙ୍କ ପୁଅ ରିଙ୍କୁ, ଦିଘଲ ବାସିନ୍ଦା ଜୟବୀରଙ୍କ ପୁଅ ବିନୀତ, ଦିଘଲ ବାସିନ୍ଦା ଗଞ୍ଜୁ ଏବଂ ବେରି ବାସିନ୍ଦା ରାଜବୀରଙ୍କ ପୁଅ ହିମାଂଶୁ।
Advertisment Pakistan security forces: ସୁରକ୍ଷା ବାହିନୀର ପାଲଟା ଗୁଳିଚାଳନାରେ ୧୨ ଆତଙ୍କବାଦୀ ନିହତ, ୨ ଯବାନ ଆହତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
