Shocking Midnight Attack: ତହସିଲଦାରଙ୍କ ପରିବାରକୁ ବନ୍ଧୁକ ଦେଖାଇ ଆକ୍ରମଣ, ଟଙ୍କା ମାଗିଲେ ଦୁର୍ବୃତ୍ତ

Nov 23, 2026 - 16:51
Shocking Midnight Attack: ତହସିଲଦାରଙ୍କ ପରିବାରକୁ ବନ୍ଧୁକ ଦେଖାଇ ଆକ୍ରମଣ, ଟଙ୍କା ମାଗିଲେ ଦୁର୍ବୃତ୍ତ

ତହସିଲଦାରଙ୍କ ପରିବାରକୁ ବନ୍ଧୁକ ଦେଖାଇ ଆକ୍ରମଣ।

ରାସ୍ତାରେ ଗଛ ପକାଇ ଗାଡ଼ି ଅଟକାଇଲେ ଦୁର୍ବୃତ୍ତ।

ଗାଡ଼ି କାଚ ଭାଙ୍ଗି ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଟଙ୍କା ମାଗିଲେ।

ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଟିଟିଲାଗଡ଼ ବର୍ଣ୍ଣି ଜଙ୍ଗଲରେ ଘଟିଛି।

ଜୟପାଟଣା ତହସିଲଦାର ଦୀପ୍ତିରେଖାଙ୍କ ପରିବାର ଗତକାଲି ରାତିରେ ସିନ୍ଧେକେଲାକୁ ଫେରୁଥିଲେ ।

Advertisment ବିଳମ୍ବିତ ରାତିରେ ବର୍ଣ୍ଣି ଜଙ୍ଗଲ ନିକଟରେ ଦୁର୍ବୃତ୍ତମାନେ ରାସ୍ତା ଉପରେ ଗଛ ପକାଇ ଗାଡ଼ିକୁ ଅଟକାଇଥିଲେ।

ଗାଡ଼ି ଅଟକିବା ପରେ ଦୁର୍ବୃତ୍ତମାନେ କାଚ ଭାଙ୍ଗି ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ।

ଏଥିସହ ବନ୍ଧୁକ ଦେଖାଇ ଟଙ୍କା ଦେବାକୁ ଧମକ ଦେଇଥିଲେ।

ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଗାଡ଼ି ନେଇ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲେ।

ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି ।

ତହସିଲଦାରଙ୍କ ପରିବାରକୁ ବନ୍ଧୁକ ଦେଖାଇ ଆକ୍ରମଣ ଟଙ୍କା ଲୁଟ୍ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ପରିବାର ରାସ୍ତାରେ ଗଛ ପକାଇ ଗାଡ଼ି ଅଟକାଇଲେ ଦୁର୍ବୃତ୍ତ ଗାଡ଼ି କାଚ ଭାଙ୍ଗି ଡ୍ରାଇଭରଙ୍କୁ ନିର୍ଧୁମ ମାଡ଼ ଅଭିଯୋଗ ବନ୍ଧୁକ ଦେଖାଇ ଟଙ୍କା ଦେବାକୁ ଦେଲେ ଧମକ ଟିଟିଲାଗଡ଼ ଥାନା ବର୍ଣ୍ଣି ଜଙ୍ଗଲରେ ଅଭାବନୀୟ ଘଟଣା ଡ୍ରାଇଭର ଆହତ, ତହସିଲଦାରଙ୍କ ବାପା-ମାଆ ସୁରକ୍ଷିତ ଟିଟିଲାଗଡ଼ ଥାନାରେ ଅଭିଯୋଗ, ତଦନ୍ତ ଜାରି Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)