Services Suspended at Konark Navagraha Temple: ନବଗ୍ରହ ମନ୍ଦିର ସେବାୟତଙ୍କ ଧାରଣା, କାର୍ତ୍ତିକ ପୂର୍ଣ୍ଣିମାରେ ନିରାଶ ହେଲେ ଭକ୍ତ
କାର୍ତ୍ତିକ ପୂର୍ଣ୍ଣିମାରେ କୋଣାର୍କ ନବଗ୍ରହ ମନ୍ଦିରରେ ସେବା ବନ୍ଦ।
ASIର ଚରମ ଅବହେଳା ଅଭିଯୋଗ କରି ମନ୍ଦିର ସମ୍ମୁଖରେ ଧାରଣା ଦେଲେ ସେବାୟତ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଭାଗାରେ ଡଙ୍ଗା ଭସାଇ ସୂର୍ଯ୍ୟୋଦୟ ଦର୍ଶନ ପରେ ନବଗ୍ରହ ମନ୍ଦିରକୁ ଆସିଥିବା ହଜାର ହଜାର ଭକ୍ତ ନିରାଶ ହୋଇଛନ୍ତି।
Advertisment ଏଏସଆଇ ଓ ସେବାୟତଙ୍କ ମଧ୍ୟରେ ଦୀର୍ଘଦିନର ବିବାଦକୁ ନେଇ ଉପୁଜିଛି ସମସ୍ୟା।
ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ।
ତେବେ ଏନେଇ ପୂର୍ତ୍ତବିଭାଗ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
