Seven Pregnant Women Shifted: ବାତ୍ୟା ବେଳେ ଦେବଦୂତ ସାଜିଲେ! ୭ଜଣ ଗର୍ଭବତୀଙ୍କୁ ଉଦ୍ଧାର କଲେ ଓଡ୍ରାଫ୍ ଟିମ୍

Nov 20, 2026 - 18:55
Seven Pregnant Women Shifted: ବାତ୍ୟା ବେଳେ ଦେବଦୂତ ସାଜିଲେ! ୭ଜଣ ଗର୍ଭବତୀଙ୍କୁ ଉଦ୍ଧାର କଲେ ଓଡ୍ରାଫ୍ ଟିମ୍

ବିପର୍ଯ୍ୟୟ ବେଳର ଦେବଦୂତ।

ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିକୁ ଦୃଷ୍ଟିରେ ରଖି ବାତ୍ୟା ବେଳେ ଫଶି ଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଏଦୃଶ୍ୟ ହେଉଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର, ମଏଁସା ଗାଁର।

ଓଡ଼୍ରାଫ୍ ର ରାପିଡ ରେସ୍ପପନସ ଟିମ୍ ଗାଁରେ ପହଞ୍ଚି ଗର୍ଭବତୀ ମହିଳାଙ୍କୁ ମୋଟର୍ ବୋଟ୍ ସାହାଯ୍ୟରେ ଚିଲିକା ମଝି ଦେଇ ମେଡ଼ିକାଲକୁ ଆଣିଛନ୍ତି।

Advertisment ଚିଲିକା ଟାପୁରେ ଥିବାରୁ ଏଭଳି ବାତ୍ୟା ପ୍ରଭାବ ସମୟରେ ଅତ୍ୟନ୍ତ ବିପଦସଙ୍କୁଳ ହୋଇ ଉଠିଛି ଅଧିକାଂଶ ଗାଁ।

୭ ଜଣ ଗର୍ଭବତୀଙ୍କୁ ପାଣି ଘେରରୁ ଆଣି ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖାଯାଇଛି।

ବିପର୍ଯ୍ୟୟ ବେଳର ଦେବଦୂତ କୃଷ୍ଣପ୍ରସାଦ ବ୍ଲକର ୨ଟି ଗାଁରୁ ଗର୍ଭବତୀଙ୍କୁ ଉଦ୍ଧାର ବ୍ରହ୍ମପୁର, ମଏଁସା ଗାଁରୁ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର ୭ଜଣ ଗର୍ଭବତୀଙ୍କୁ ଉଦ୍ଧାର କଲେ ଓଡ୍ରାଫ୍ ଟିମ୍ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)