No Relief, No Cooked Food: ବାତ୍ୟା ବିପତ୍ତିରେ ରିଲିଫ୍ ଟେନସନ୍, ପଞ୍ଚାୟତ ଅଫିସ୍ ଘେରିଲେ ଶତାଧିକ ଲୋକ

Nov 20, 2026 - 18:55
No Relief, No Cooked Food: ବାତ୍ୟା ବିପତ୍ତିରେ ରିଲିଫ୍ ଟେନସନ୍, ପଞ୍ଚାୟତ ଅଫିସ୍ ଘେରିଲେ ଶତାଧିକ ଲୋକ

ବାତ୍ୟା ବିପତ୍ତି ଭିତରେ ରିଲିଫ୍ ଟେନସନ୍।

ପ୍ରଶାସନ ପକ୍ଷରୁ ରିଲିଫ୍ କିମ୍ବା ରନ୍ଧା ଖାଦ୍ୟ ମିଳୁନଥିବା ଅଭିଯୋଗରେ ପଞ୍ଚାୟତ ଅଫିସ୍ ଘେରିଲେ ଶତାଧିକ ଲୋକ।

ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ଭୀମପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ବିପତ୍ତି ସମୟରେ ରିଲିଫ୍ ମିଳିନଥିବା ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ହୋହଲ୍ଲା କରିଥିଲେ ଲୋକେ।

Advertisment ଆକ୍ରୋଶର ଶିକାର ହୋଇଥିଲେ ସରପଞ୍ଚ ଓ ସମିତି ସଭ୍ୟ ।

ଖବର ପାଇ ଛତ୍ରପୁର ଉପଜିଲ୍ଲାପାଳ ଓ ପୁରୁଷୋତ୍ତମପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

ବାତ୍ୟା ତାଣ୍ଡବ ଭିତରେ ରିଲିଫ୍ ଟେନସନ୍ ପଞ୍ଚାୟତ ଅଫିସ୍ ଘେରିଲେ ଲୋକେ ବାତ୍ୟା ବିପତ୍ତି ବେଳେ ରନ୍ଧା ଖାଦ୍ୟ ମିଳିନଥିବା ଅଭିଯୋଗ ରିଲିଫ୍ ନମିଳିବା ଅଭିଯୋଗରେ ପଞ୍ଚାୟତରେ ହୋହଲ୍ଲା ଆକ୍ରୋଶର ଶିକାର ହେଲେ ସରପଞ୍ଚ ଓ ସମିତିସଭ୍ୟ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)