School Van Plunges 15 Feet Below Bridge: ଭୟଙ୍କର ଦୁର୍ଘଟଣା; ପୋଲ ତଳକୁ ଖସିଲା ସ୍କୁଲ୍ ଭ୍ୟାନ୍

Nov 21, 2026 - 10:06
School Van Plunges 15 Feet Below Bridge: ଭୟଙ୍କର ଦୁର୍ଘଟଣା; ପୋଲ ତଳକୁ ଖସିଲା ସ୍କୁଲ୍ ଭ୍ୟାନ୍

କେନ୍ଦୁଝରରେ ଦୁର୍ଘଟଣା..

ପୋଲ ତଳକୁ ଖସିଲା ସ୍କୁଲ୍ ଭ୍ୟାନ୍।

ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ଟଳିଗଲା ବଡ଼ ବିପଦ।

କେନ୍ଦୁଝର ଟାଉନ୍ ଥାନା ବାଁପାର ନିକଟ ଅରଡେଇ ନଦୀ ପୋଲରେ ଘଟିଛି ଏହି ଦୁର୍ଘଟଣା।

ହଠାତ୍ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ୍ ତଳକୁ ଖସିପଡ଼ିଲା ଏକ ସ୍କୁଲ୍ ଭ୍ୟାନ୍।

Advertisment ସ୍କୁଲରୁ ପିଲାମାନଙ୍କୁ ଆଣିବା ପାଇଁ ସହର ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଏହି ଅଘଟଣ।

ତେବେ ସବୁଠାରୁ ଆଶ୍ୱସ୍ତିର କଥା, ଦୁର୍ଘଟଣା ସମୟରେ ଭ୍ୟାନ୍ ରେ କୌଣସି ଛାତ୍ରଛାତ୍ରୀ ନଥିଲେ।

ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି।

ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)