Scheme: ଗୋପାଳ ଗ୍ରୁପ୍ର ଖୁଲ୍ ଜା ସିମ୍ ସିମ୍ ଯୋଜନା
ଭୁବନେଶ୍ବର: ଗୋପାଳ ଗ୍ରୁପ୍ର ଖୁଲ ଜା ସିମ୍ ସିମ୍ ଯୋଜନା ଅଧୀନରେ ଗ୍ରାହକ ମାନେ ମୋଟରସାଇକଲ୍, ସ୍ମାର୍ଟ ଟିଭି, ସ୍ମାର୍ଟଫୋନ୍ ଆଦି ପୁରସ୍କାର ଜିତୁଛନ୍ତି।
ନିକଟରେ କଟକର ଚୌଧୁରୀ ବଜାର ର ଗୋପୀ ଶଙ୍କର ଷ୍ଟୋର୍ରୁ ରାଧେଶ୍ୟାମ କୁଣ୍ଡୁ ଏକ ମୋଟରସାଇକଲ୍ ଜିତିଛନ୍ତି।
ମାଲଗୋଦାମସ୍ଥିତ କାହ୍ନୁ ଷ୍ଟୋର୍ରୁ କାହ୍ନୁ ଚରଣ ମହାପାତ୍ର, ବିଲାହାଟସ୍ଥିତ ଜାକନୀ ପ୍ରସାଦ ସାହୁ ଷ୍ଟୋର୍ରୁ ଜାନକୀ ପ୍ରସାଦ ସାହୁ ଓ ପୁରୀ ନୟାହାଟର ମଙ୍ଗଳ ଜର୍ଦା ଷ୍ଟୋର୍ରୁ କୈଳାଶ ପ୍ରଧାନ ସ୍ମାର୍ଟ ଟିଭି ଜିତିଛନ୍ତି।
Advertisment ଆହୁରି ପଢନ୍ତୁ : Police Station IIC Suspended ବିନା ବ୍ୟବଚ୍ଛେଦରେ ଶବକୁ ଛାଡ଼ି ମଞ୍ଚେଶ୍ବର ଥାନା ଅଧିକାରୀ ନିଲମ୍ବିତ କାକଟପୁରର ନାରାୟଣୀ ଷ୍ଟୋର୍ରୁ ଚନ୍ଦ୍ରଧର ମାଣିକ, ଜଗତପୁର ତାଳସାହିର ସତ୍ୟସାଇ ଷ୍ଟୋରରୁ କେଳୁଚରଣ ସାହୁ, ଜଗତସିଂହପୁରର ମା ଶାରଳା ଷ୍ଟୋର୍ରୁ ଲକ୍ଷ୍ମୀଧର ସାହୁ ଓ ନରସିଂହପୁରର ବୀରବର ସାହୁ ଷ୍ଟୋର୍ରୁ ବୀରବର ସାହୁ ୫ଜି ସ୍ମାର୍ଟଫୋନ୍ ଜିତିଛନ୍ତି।
କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ଯୋଜନା ରେ କ୍ରମାଗତ ଭାବେ ବଢ଼ୁଥିବା ଅଂଶଗ୍ରହଣ ଏହାର ଲୋକପ୍ରିୟତାକୁ ପ୍ରମାଣିତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
