Rocks Fall On Tara Tarini Temple Hill Road: ତାରାତାରିଣୀ ମନ୍ଦିର ରାସ୍ତାରେ ଭୂସ୍ଖଳନ; ଖସିଲା ପଥର, କଟକଣା ଜାରି
ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିର ପାହାଡ଼ ରାସ୍ତାରୁ ଖସିଲା ପଥର।
ପଥର ଖସିବା ଓ ଗଛ ଭାଙ୍ଗିବା ଦ୍ବାରା କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିଲା।
ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାରାତାରିଣୀ ମନ୍ଦିର ପାହାଡ଼ ରାସ୍ତାରେ ଯିବା ନିମନ୍ତେ କଟକଣା ଜାରି କରିଛି।
Advertisment କାହାରିକୁ ମଧ୍ୟ ସେହି ରାସ୍ତା ଦେଇଇ ପାହାଡ଼ ଉପରକୁ ଯିବାକୁ ଦିଆଯାଉନାହିଁ।
ଘଟଣାସ୍ଥଳରେ ପ୍ରଶାସନ ଓ ପୋଲିସ୍ ଅଧିକାରୀ ପହଞ୍ଚିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
