Road Accident: ପଞ୍ଜାବରେ ଭୟଙ୍କର ସଡ଼କ ଦୁର୍ଘଟଣା: ପିକ୍‌ଅପ୍‌-ଏସ୍‌ୟୁଭି ଧକ୍କାରେ ୫ ମୃତ, ୧୧ ଆହତ

Nov 16, 2026 - 17:50
Road Accident: ପଞ୍ଜାବରେ ଭୟଙ୍କର ସଡ଼କ ଦୁର୍ଘଟଣା: ପିକ୍‌ଅପ୍‌-ଏସ୍‌ୟୁଭି ଧକ୍କାରେ ୫ ମୃତ, ୧୧ ଆହତ

ଚଣ୍ଡିଗଡ଼: ପଞ୍ଜାବର ଫାଜିଲ୍କାରେ ରବିବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି।

ଏକ ପିକଅପ୍ ଟ୍ରକ୍ ଓ ଏକ ଏସ୍‌ୟୁଭି ମଧ୍ୟରେ ଜୋରଦାର ଧକ୍କା ହୋଇଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣ ପିଲାଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି।

Advertisment ଟ୍ରକ୍ ଓ ଏକ ଏସ୍‌ୟୁଭି ମଧ୍ୟରେ ଧକ୍କା ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ସମସ୍ତ ମୃତାହତ ଗୋଟିଏ ଏସ୍‌ୟୁଭିରେ ଥିଲେ।

ସେମାନେ ସମସ୍ତେ ତିୱାନା କଲାନ ଗାଁର ବାସିନ୍ଦା ଓ କରଣୀ ଖେରା ଗାଁରେ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିଲେ।

ଟ୍ରକ୍ ଓ ଏକ ଏସ୍‌ୟୁଭି ମଧ୍ୟରେ ଧକ୍କା ଏତେ ତୀବ୍ର ଥିଲା ଦୁର୍ଘଟଣାର ଶବ୍ଦରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ।

ସେମାନେ କ୍ଷତିଗ୍ରସ୍ତ ଗାଡ଼ି ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ।

ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଯାଇଥିଲା।

US Aircraft: ପଶ୍ଚିମ ଏସିଆରେ ପହଞ୍ଚିଲା ଆମେରିକାର ତୃତୀୟ ବିମାନ ବାହକ ରୁଜଭେଲ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)