Rainwater Enters Houses in Paradip: ପାରାଦୀପରେ ପ୍ରବଳ ବର୍ଷା, ଅନେକ କଲୋନୀରେ ଜମିଲା ପାଣି
ପାରାଦୀପରେ ଛେଚୁଛି ବର୍ଷା।
ଅପରାହ୍ନ ୪ଟା ଠାରୁ ନିର୍ଦ୍ଧୁମ ଛେଚୁଛି।
ପୂର୍ବାହ୍ନରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଏବେ ବର୍ଷାର ମାତ୍ରା ବଢିଛି।
ଫଳରେ ଜନଜୀବନ ପ୍ରଭାବିତ ହୋଇଛି।
ପାରାଦୀପଗଡ, ରେଲୱେ କଲୋନୀ, ଉଦୟବିହାର କଲୋନୀ ଭଳି ଅନେକ ଜନବସତିରେ ବର୍ଷାଜଳ ଜମି ରହିଛି।
Advertisment କେତେକଙ୍କ ଘରେ ପାଣି ପଶିଲାଣି।
ସେପଟେ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ କହିଛନ୍ତି ଜଳ ନିଷ୍କାସନ ପାଇଁ ଏବଂ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯାଉଛି।
ପାରାଦୀପରେ ଛେଚୁଛି ବର୍ଷା ଅପରାହ୍ନ ୪ଟା ଠାରୁ ନିର୍ଦ୍ଧୁମ ଛେଚୁଛି ବର୍ଷା ପାଇଁ ଜନଜୀବନ ପ୍ରଭାବିତ ପାରାଦୀପଗଡ, ଉଦୟବିହାରରେ ଜମିଛି ପାଣି କେତେକ ଲୋକଙ୍କ ଘରେ ପାଣି ପଶିଥିବା ସୂଚନା ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯିବ କହିଲେ ସ୍ଥାନୀୟ ବିଧାୟକ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
