Cyclone Akvan Weakens: ଦୁର୍ବଳ ହୋଇଛି ବାତ୍ୟା ଅକୱାନ୍; ପ୍ରଭାବରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବର୍ଷା

Nov 20, 2026 - 19:28
Cyclone Akvan Weakens: ଦୁର୍ବଳ ହୋଇଛି ବାତ୍ୟା ଅକୱାନ୍; ପ୍ରଭାବରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବର୍ଷା

ଦୁର୍ବଳ ହୋଇଛି ବାତ୍ୟା ଅକୱାନ୍। ପ୍ରଭାବରେ ଭାଦ୍ରକ ଜିଲ୍ଲା ବାସୁଦେବପୁରରେ ଲାଗି ରହିଛି ବର୍ଷା ପବନ। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ବାସୁଦେବପୁର ପ୍ରଶାସନ। ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ଆଶ୍ରୟସ୍ଥଳୀ ଏବଂ ସ୍କୁଲ ମାନଙ୍କରେ ରଖାଯାଇଛି। ଏହାସହ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। 

  • ଦୁର୍ବଳ ହୋଇଛି ବାତ୍ୟା ଅକୱାନ୍
  • ପ୍ରଭାବରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବର୍ଷା 
  • ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
  • ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର
  • ବାତ୍ୟା ଆଶ୍ରୟସ୍ଥଳୀରେ ଦିଆଯାଉଛି ରନ୍ଧା ଖାଦ୍ୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)