President Murmu to Enjoy Famous Cuttack Dahibara: ସ୍ୱତନ୍ତ୍ର ବୋଟରେ ମହାନଦୀରେ ଯାତ୍ରା, ବାଲିଯାତ୍ରାରେ ପହଞ୍ଚିଲେ ରାଷ୍ଟ୍ରପତି

Nov 24, 2026 - 18:21
President Murmu to Enjoy Famous Cuttack Dahibara: ସ୍ୱତନ୍ତ୍ର ବୋଟରେ ମହାନଦୀରେ ଯାତ୍ରା, ବାଲିଯାତ୍ରାରେ ପହଞ୍ଚିଲେ ରାଷ୍ଟ୍ରପତି

କଟକର ଐତିହାସିକ ବାଲିଯାତ୍ରାର ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

କିଛି ସମୟ ପୂର୍ବରୁ କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ପାଇଁ ପୋଲିସ ଛାଉଣୀରେ ପରିଣତ ହୋଇଛି କଟକ ଓ କଟକ ବାଲିଯାତ୍ରା ପଡ଼ିଆ।

ରାଷ୍ଟ୍ରପତି ଐତିହାସିକ ବାଲିଯାତ୍ରାର ଉଦଘାଟନ କରିବା ସହ ଏଠାରେ ବିଭିନ୍ନ କାର୍ଯକ୍ରମରେ ସାମିଲ ହେବେ।

ବାଲିଯାତ୍ରାରେ ORMASରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି।

Advertisment ବାଲିଯାତ୍ରାରେ କଟକର ପ୍ରସିଦ୍ଧ ଦହିବରା ଖାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦହିବରା ବ୍ୟବସ୍ଥା କରାଯାଇଛି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ଲାଗି ୭୦ ପ୍ଲାଟୁନ୍ ଫୋର୍ସ ଓ ୪୦୦ ଅଧିକାରୀ ମୁତୟନ ହୋଇଛନ୍ତି।

ଏତ ସ୍ୱତନ୍ତ୍ର ବୋଟରେ ମହାନଦୀରେ ବୋଟ୍ କ୍ଲବରୁ ଯାଇ ବାଲିଯାତ୍ରା ପଡିଆରେ ପହଞ୍ଚିଛନ୍ତି ।

କଟକ ବାଲିଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲିଯାତ୍ରାର ଉଦଘାଟନ କରିବେ ରାଷ୍ଟ୍ରପତି କଟକର ପ୍ରସିଦ୍ଧ ଦହିବରା ଖାଇବେ ରାଷ୍ଟ୍ରପତି ORMASରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଭେଟିବେ ମହିଳା ଉଦ୍ୟୋଗୀଙ୍କ ସହ ଭାବ ବିନିମୟ କରିବେ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)