Prabhasini Sahu Death: ଏସଆଇ ପ୍ରଭାସିନୀଙ୍କ ମୃତ୍ୟୁ ଘଟଣାରେ ବଡ଼ ଟ୍ୱିଷ୍ଟ, ଶାଶୂଘର ବିରୋଧରେ ନିର୍ଯାତନା ଅଭିଯୋଗ
ଏସଆଇ ପ୍ରଭାସିନୀ ସାହୁ ମୃତ୍ୟୁ ଘଟଣାରେ ବଡ଼ ଟ୍ବିଷ୍ଟ।
ପରିବାର ଆଣିଲା ନିର୍ଯାତନା ଅଭିଯୋଗ।
ପୁରୁଷୋତ୍ତମପୁର ଥାନା ମହିଳା SIଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଶାଶୂ ଘର ବିରୋଧରେ ଅଭିଯୋଗ ଆଣିଛନ୍ତି ପ୍ରଭାସିନୀଙ୍କ ପରିବାର।
ଝିଅକୁ ମାନସିକ ଓ ଆର୍ଥିକ ଚାପ ପ୍ରୟୋଗ କରୁଥିଲେ ବୋଲି କହିଛନ୍ତି ପ୍ରଭାସିନୀଙ୍କ ବାପା।
Advertisment ଝିଅ ଇସ୍ତଫା ଦେବାକୁ ଚାହୁଁଥିଲା କିନ୍ତୁ ତାର ସ୍ବାମୀ, ଶାଶୂ, ଶ୍ବଶୁର ମନା କରୁଥିଲେ।
ଇସ୍ତଫା ଦେବା ପାଇଁ ବାରମ୍ବାର ସେମାନେ ମନା କରୁଥିଲେ।
ଚାକିରି କଲେ ଘରକୁ ଦି ପଇସା ଆସିବ କହି ଚାପ ଦେଉଥିଲେ।
ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ପ୍ରଭାସିନୀ ଜୀବନ ହାରିଥିବା ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ବାପା।
ତେବେ ଏ ସଂପର୍କରେ ପ୍ରଭାସିନୀଙ୍କ ସ୍ବାମୀ କିମ୍ବା ଶାଶୂ ଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।...
SI ମୃତ୍ୟୁ ଘଟଣାରେ ବଡ଼ ଟ୍ବିଷ୍ଟ SI ପ୍ରଭାସିନୀ ଇସ୍ତଫା ଚାହୁଁଥିଲେ: ବାପା ପୁରୁଷୋତ୍ତମପୁର ମହିଳା SI ପ୍ରଭାସିନୀଙ୍କ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ ଶାଶୂଘର ଲୋକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ବାପା ଝିଅକୁ ମାନସିକ ଓ ଆର୍ଥିକ ଚାପ ପ୍ରୟୋଗ କରୁଥିଲେ କହିଲେ ବାପା 'ଝିଅ ଇସ୍ତଫା ଚାହୁଁଥିଲା; ମାତ୍ର ତାର ସ୍ବାମୀ, ଶାଶୂ, ଶ୍ବଶୁର ମନା କଲେ' 'ଇସ୍ତଫା ଦେବା ପାଇଁ ବାରମ୍ବାର ସେମାନେ ମନା କରୁଥିଲେ' 'ଚାକିରି କଲେ ଘରକୁ ଦି ପଇସା ଆସିବ କହି ଚାପ ଦେଉଥିଲେ' ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କଲେ ମୃତ SIଙ୍କ ବାପା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
