Retired Employee Duped of ₹29.54 Lakh: ଅନଲାଇନ୍ ନିବେଶ ନାଁରେ ୨୯.୫୪ ଲକ୍ଷ ଠକେଇ, ଦିଲ୍ଲୀରୁ ୩ ଗିରଫ
ଅନଲାଇନ୍ ନିବେଶ ନାଁରେ ୨୯.୫୪ ଲକ୍ଷ ଠକେଇ ଅଭିଯୋଗ।
ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କଲା ଭୁବନେଶ୍ୱର ସାଇବର ପୋଲିସ।
ଲିଙ୍ଗରାଜ ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ ଘରୋଇ କମ୍ପାନୀ କର୍ମଚାରୀଙ୍କଠାରୁ ୨୯ ଲକ୍ଷ ୫୪ ହଜାର ଠକି ନେଇଥିଲେ।
୨୫ ଲକ୍ଷ ଟଙ୍କା ଲାଭ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଠକି ନେଇଥିଲେ।
ଟଙ୍କା ପାଇବା ପରେ ଠକମାନେ ଯୋଗାଯୋଗ ବନ୍ଦ କରିଦେଇଥିଲେ।
ନା ନିବେଶ ଟଙ୍କା ଫେରାଇଥିଲେ, ନା ପ୍ରତିଶ୍ରୁତି ମୁତାବକ ଲାଭ ଦେଇଥିଲେ।
ଅଭିଯୋଗ ପରେ ଦିଲ୍ଲୀରୁ ୩ଜଣଙ୍କୁ ଗିରଫ କରିଛି ପୋଲିସ।
Advertisment ୨୯.୫୪ ଲକ୍ଷ ଠକେଇ: ଦିଲ୍ଲୀରୁ ୩ ଗିରଫ ଅନଲାଇନ୍ ନିବେଶ ନାଁରେ ୨୯.୫୪ ଲକ୍ଷ ଠକେଇ ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ସମେତ ୩ ଗିରଫ ୩ ଜଣଙ୍କୁ ଗିରଫ କଲା ଭୁବନେଶ୍ୱର ସାଇବର ପୋଲିସ ଲିଙ୍ଗରାଜ ଥାନା ଅଞ୍ଚଳର ଅବସରପ୍ରାପ୍ତ ଘରୋଇ କମ୍ପାନୀ କର୍ମଚାରୀଙ୍କୁ ଠକେଇ ୨୫ ଲକ୍ଷ ଟଙ୍କା ଲାଭ ମିଳିବ ପ୍ରତିଶ୍ରୁତିକୁ ବିଶ୍ବାସ କରି ଫସିଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
