Odisha's Rich Culture: ନୂଆଦିଲ୍ଲୀରେ ୪୫ତମ IITF-୨୦୨୬ରେ ଉଦଘାଟିତ; ମେଳାରେ ଝଲସୁଛି ଓଡ଼ିଶାର ସମୃଦ୍ଧ ଐତିହ୍ୟ

Nov 14, 2026 - 21:09
Odisha's Rich Culture: ନୂଆଦିଲ୍ଲୀରେ ୪୫ତମ IITF-୨୦୨୬ରେ ଉଦଘାଟିତ; ମେଳାରେ ଝଲସୁଛି ଓଡ଼ିଶାର ସମୃଦ୍ଧ ଐତିହ୍ୟ

ନୂଆଦିଲ୍ଲୀରେ ୪୫ତମ IITF-୨୦୨୬ରେ ଉଦଘାଟିତ ହେଲା ଓଡ଼ିଶା ପାଭିଲିୟନ୍।

ଏହି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।

ଏଥିରେ ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ ଓ GI ଟ୍ୟାଗ୍ ଯୁକ୍ତ ଉତ୍ପାଦ ସ୍ଥାନ ପାଇଛି।

ପ୍ରଦର୍ଶନରେ ମୁଖ୍ୟ ଆକର୍ଷଣ ସାଜିଛି ପଟ୍ଟଚିତ୍ର, ରୂପା ତାରକସି ଓ ଢୋକ୍ରା କଳା।

Advertisment ମିଶନ ଶକ୍ତି ଓ ORMAS ମାଧ୍ୟମରେ ମହିଳା ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ଉତ୍ପାଦକୁ ମିଳିଛି ସ୍ୱତନ୍ତ୍ର ସ୍ଥାନ।

ଏଥିସହ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି କୃଷିଜାତ ଦ୍ରବ୍ୟ, ମାଣ୍ଡିଆ ଉତ୍ପାଦ ଓ ଓମଫେଡର ସାମଗ୍ରୀ।

ରପ୍ତାନି ଓ B2B ପ୍ଲାଟଫର୍ମ ଜରିଆରେ ଓଡ଼ିଶାର ଉତ୍ପାଦକୁ ମିଳିବ ଜାତୀୟ-ଅନ୍ତର୍ଜାତୀୟ ବଜାର ସୁଯୋଗ।

ଏ ହାସହ ଓଡ଼ିଶା ପର୍ଯ୍ୟଟନ ବିଭାଗ କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଶ୍ରୀଜଗନ୍ନାଥ ଧାମ ଏବଂ ଚିଲିକା ହ୍ରଦର ପ୍ରତୀକ ରାଜ୍ୟର ସମୃଦ୍ଧ ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ପ୍ରାକୃତିକ ଆକର୍ଷଣଗୁଡ଼ିକୁ ଉପସ୍ଥାପନ କରୁଛି।

ଆସନ୍ତା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମର ହଲ୍-୩ରେ ଦର୍ଶକଙ୍କ ପାଇଁ ଖୋଲା ରହିବ ଓଡ଼ିଶା ପାଭିଲିୟନ୍।

Advertisment IITFରେ ଓଡ଼ିଶା ପ୍ୟାଭିଲିୟନ ଉଦଘାଟିତ ନୂଆଦିଲ୍ଲୀରେ ୪୫ତମ IITF-୨୦୨୬ରେ ଉଦଘାଟିତ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମେଳାରେ ଝଲସୁଛି ଓଡ଼ିଶାର ସମୃଦ୍ଧ ଐତିହ୍ୟ ପଟ୍ଟଚିତ୍ର, ରୁପା ତାରକସି ଓ ଢୋକ୍ରା କଳାର ପ୍ରଦର୍ଶନ ଗ୍ରାମୀଣ ଉଦ୍ୟୋଗୀଙ୍କ ଉତ୍ପାଦକୁ ମିଳିଛି ସ୍ୱତନ୍ତ୍ର ସ୍ଥାନ ନଭେମ୍ବର ୨୭ ପର୍ଯ୍ୟନ୍ତ ଖୋଲା ରହିବ ଓଡ଼ିଶା ପାଭିଲିୟନ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)